4 ସେମନ୍କେ ଦର୍ତନିର୍ ଗାଁସ୍ କି ଗଚ୍ କି ବିନ୍ ବାଡର୍ ଗଚ୍କୁଟ୍କେ ମାରାନାଇ ବଲି କୁଆଅଇରଇଲା । ପର୍ମେସରର୍ ସିଲର୍ ଚିନ୍, ଜନ୍ ଲକ୍ମନର୍ କାପାଲେ ନ ରଇଲା, ସେମନ୍କେ ଆକା ମାର୍ବାକେ ଆଦେସ୍ ରଇଲା ।
କାଇକେ ବଇଲେ ମୁଇ ନିଜେ ମସିଅ କି ମୁଇ ନିଜେ ବବିସତ୍ବକ୍ତା ବଲାଇଅଇତେ ରଇବା ଟକାବଣ୍ଡାକରୁମନ୍ ସେବେଲେ ଦେକାଇଅଇବାଇ । ସେମନ୍ କାବା ଅଇଜିବା କାମ୍ମନ୍ ଦେକାଇ ପର୍ମେସର୍ ବାଚି ରଇବା ଲକ୍ମନ୍କେ ମିସା ନାଡାଇବାଇ ।
ପର୍ମେସରର୍ ସୁକଲ୍ ଆତ୍ମାକେ ଦୁକ୍ ଦିଆସ୍ ନାଇ । ତାକେ ମୁକଲ୍ବା ଦିନ ଜାକ ଗଟେକ୍ ଚିନ୍ ଇସାବେ ସେ ତମ୍କେ ଦେଲାଆଚେ ।
ତାର୍ପଚେ ମୁଇ ସିୟନ୍ ପର୍ବତେ ମେଣ୍ଡାପିଲା ଟିଆଅଇରଇବାଟା ଦେକ୍ଲି । ତାର୍ ସଙ୍ଗ୍ ୧୪,୪୦୦୦ ଲକ୍ମନ୍ ରଇଲାଇ । ତାକର୍ କାପାଲେ ମେଣ୍ଡାପିଲାର୍ ନାଉଁ ଆରି ତାର୍ ବାବାର୍ ନାଉଁ ଲେକିରଇଲାଇ ।
ଚାରିଟା ଜିବନ୍ ରଇବା ପସୁମନ୍ କଇତେରଇଲାଇ “ଦିନେକର୍ ବୁତିକେ ମାନେକ୍ ମୁଣ୍ଡିଆ ଆରି ଦିନେକର୍ ବୁତିକେ ତିନ୍ ମାନ୍ ଦାନ୍ । ମାତର୍ ଅଙ୍ଗୁର୍ ବାଡ୍ ଆରି ଜିତ୍ ଗଚ୍ ନସାଇବାର୍ନାଇ ।”
ତାର୍ପଚେ ଦର୍ତନିର୍ ଚାରିଟା କନେ ଚାରିଟା ଦୁତ୍ ଟିଆଅଇରଇବାଟା ମୁଇ ଦେକ୍ଲି । ଜେନ୍ତାରିକି କାଇ ପବନ୍ ଦର୍ତନି କି ସମ୍ଦୁରେ କି କାଇ ଗଚ୍ ଉପ୍ରେ ନ ଆଇବାକେ ପବନ୍କେ ଦାରି ଅଟକାଇ ରଇଲା ।
ପର୍ତୁମର୍ ଦୁତ୍ ତାର୍ ମଇରି ପୁକ୍ଲା ଆରି ଏଦେ ଦେକା ! କାରାପାକ୍ନା ଆରି ଜଇ ଜନ୍ଟା କି ବନି ସଙ୍ଗ୍ ମିସିରଇଲା, ସେଟା ଦର୍ତନି ଉପ୍ରେ ଡାଲିଅଇଲା । ଦର୍ତନି ତିନ୍ବାଗ୍ ଅନି ଗଟେକ୍ ବାଗ୍ ପଡିଗାଲା । ତାର୍ ସଙ୍ଗ୍ ତିନ୍ବାଗେ ଅନି ଗଟେକ୍ ବାଗର୍ ଗଚ୍ମନ୍ ଆରି ସବୁ ଗାଁସ୍ମନ୍ ମିସା ପଡିଗାଲା ।