Biblia Todo Logo
Bìoball air-loidhne

- Sanasan -




ପର୍‌କାସିତ 9:12 - ସତିଅର୍‌ ବାଟ୍‌ ନୁଆ ନିୟମ୍‌ 2020

12 ପର୍‌ତୁମର୍‌ ଡର୍‌ ଲାଗ୍‌ବା ଦୁକ୍‌ କସ୍‌ଟ ସାର୍‌ଲା । ତାର୍‌ପଚେ ଆରି ଦୁଇଟା ଅଦିକ୍‌ ଦୁକ୍‌ କସ୍‌ଟ ଅଇବାଟା ଆଇଲାନି ।

Faic an caibideil Dèan lethbhreac




ପର୍‌କାସିତ 9:12
4 Iomraidhean Croise  

ବେସି ଡର୍‌ ଅଇବା ଦୁଇ ଲମର୍‌ ଦୁକ୍‌କସ୍‌ଟ ସାରିଗାଲା । ମାତର୍‌ ଏବେ ଦେକା ପଚର୍‌ଟା ଦାପ୍‌ରେ ଆଇସି ।


ତାର୍‌ପଚେ ମୁଇ ଆରି ଦେକ୍‌ଲି ଆରି ଏଦେ ଦେକା ! ଗଟେକ୍‌ ଗିଦ୍‌ ବେସି ଉପ୍‌ରେ ଉଡ୍‌ତେରଇଲା । ଆରି ଆଉଲି କଇତେରଇଲା, “କାଇ ଇନସ୍‌ତା, କାଇ ଇନସ୍‌ତା । ଜେଡେବେଲେ ବାକି ତିନ୍‌ଟା ଦୁତ୍‌ମନର୍‌ ମଇରି ଟାନେଅନି ସବଦ୍‌ ଆଇଲାବେଲେ, ଦର୍‌ତନି ଟାନେ ରଇବା ସବୁ ଲକ୍‌ମନର୍‌ ପାଇ କେତେକ୍‌ ଇନସ୍‌ତା ଅଇସି ।”


Lean sinn:

Sanasan


Sanasan