4 ପଡ୍ତେରଇବା ଦୁପର୍ ଦୁଆଁ ପର୍ମେସରର୍ ଲକ୍ମନର୍ ପାର୍ତନା ସଙ୍ଗ୍ ଉପ୍ରେ ଗାଲା । ପର୍ମେସରର୍ ମୁଆଟେ ଟିଆଅଇରଇବା ଦୁତ୍ ସେଟା ଦାରିରଇଲା ।
ଆରି ଦୁପ୍ ଦେବାବେଲେ ଲକ୍ମନ୍ ବାଇରେ ପାର୍ତନା କର୍ତେ ରଇଲାଇ ।
ସେ ଡରିକରି ସରଗର୍ ଦୁତ୍ବାଟେ ଦେକିକରି କଇଲା, “କାଇଟା ବଲି କଇଲୁସ୍ନି ମାପ୍ରୁ ?” ସରଗର୍ ଦୁତ୍ କଇଲା, “ପର୍ମେସର୍ ତର୍ ପାର୍ତନା ଆରି ଦୁକିରକିମନ୍କେ ଦାନ୍ କର୍ବାଟା ଦେକି ସାର୍ଦା ଅଇଲା । ଆର୍ ବାଦୁଲେ କାଇଟାଆଲେ ଦେବାକେ ସେ ମନ୍ କଲାନି ।
ପର୍ମେସର୍ ବପୁ ଆରି ତାର୍ ମଇମାର୍ ଲାଗି ମନ୍ଦିର୍ ଦୁଆଁ ସଙ୍ଗ୍ ବର୍ତି ଅଇଲା । ସେ ସାତ୍ଟା ଦୁତ୍ମନ୍ ସାତ୍ଟା ମର୍ଡି ନ ସାରାଇବା ଜାକ, ମନ୍ଦିର୍ ବିତ୍ରେ କେ ପୁରିନାପାର୍ଲାଇ ।
ତେଇ ଆରି ଗଟେକ୍ ଦୁତ୍ ଆସିକରି ବେଦିଲଗେ ଟିଆ ଆଇଲା । ତାର୍ ଆତେ ଗନ୍ଦ୍ରସ୍ ପଡାଇବା ଗଟେକ୍ ସୁନାର୍ ଗିନା ରଇଲା । ପର୍ମେସରର୍ ଲକ୍ମନର୍ ପାର୍ତନା ସଙ୍ଗ୍ ମିସାଇବାକେ ତାକେ ବେସି ଗନ୍ଦ୍ରସ୍ ଦିଆଅଇରଇଲା । ତାର୍ପଚେ ସେ ସେଟା ବସ୍ବା ଜାଗାର୍ ମୁଆଟେ ରଇବା ସୁନାର୍ ବେଦି ଉପ୍ରେ ସରପ୍ସି ।