6 ଆସ୍ରେଅନି, ନାପ୍ତାଲିଅନି, ମାନାସେଅନି, ବାରଅଜାର୍ ।
ସେ ଦାପ୍ରେ, ଏଦେ ଦେକା ! ଆନା ନାଉଁର୍ ଗଟେକ୍ ମାଇଜି ବବିସତ୍ବକ୍ତା ତାକର୍ ଲଗେ ଆଇଲା । ସେ ଆସେର୍ ବଁସର୍ ପିନୁଏଲର୍ ଟକି, ସେ ବେସି ଡକ୍ରି ଅଇଜାଇରଇଲା । ବିବା ଅଇ ମୁନୁସ୍ ସଙ୍ଗ୍ ସାତ୍ ବରସ୍ ରଇକରି, ରାଣ୍ଡି ଅଇଗାଲା । ଆରି ତାକେ ଚାରିକଡିଚାରି ବରସ୍ ଅଇରଇଲା ।
ଜିଉଦା ବଁସେଅନି ବାରଅଜାର୍ । ସେନ୍ତାରିସେ ରୁବେନ୍ଅନି, ଗାଦ୍ ନାଉଁର୍ ଜାଗାଇଅନି ବାର ଅଜାର୍ ।
ସିମିୟନ୍ଅନି, ଲବିଅନି, ଇସାକର୍ ତେଇଅନି ବାରଅଜାର୍ ।