3 ସେ ମେଣ୍ଡାପିଲା ଦୁଇ ଲମର୍ ସିଲ୍ ବାଙ୍ଗାଇଲା । ଆରି ସେ ଦୁଇ ଲମର୍ ଜିବନ୍ ରଇବା ପସୁ ମକେ କଇଲା “ଆଉ ।”
ସେମନ୍ ଜାଇକରି ଜିସୁକେ କବର୍ ଦେଲାଟାନେ ଜାଗ୍ବାକେ ସନିଅମନ୍ ଟିକ୍ କଲାଇ । କବର୍ ମୁଆଟେ ଡାବି ରଇବା ପାକ୍ନା ଉପ୍ରେ ସିଲ୍ମାରି ଜାଗୁଆଲ୍ମନ୍କେ ଜାଗାଇଲାଇ ।
ପର୍ତୁମର୍ ପସୁ ସିଅଁବାଗ୍ପାରା ଡିସ୍ତେ ରଇଲା । ଦୁଇ ଲମର୍ଟା ସଣ୍ଡ୍ପାରା ରଇଲା । ତିନ୍ ଲମର୍ଟା ଲକର୍ ପାରା ବାନିମୁର୍ତି ରଇଲା । ଆରି ସାରାସାରିର୍ଟା ଉଡିବୁଲ୍ବା ଗିଦ୍ ପାରା ଡିସ୍ତେ ରଇଲା ।
ତାର୍ପଚେ ସେ ମେଣ୍ଡାପିଲା ସାତ୍ଟା ସିଲ୍ ବିତ୍ରେ ପର୍ତୁମ୍ ସିଲ୍ ବାଙ୍ଗାଇବାଟା ମୁଇ ଦେକ୍ଲି । ଚାର୍ଟା ଜିବନ୍ ରଇବା ପସୁମନର୍ ବିତ୍ରେଅନି ଗଟେକ୍ ପସୁ ଗଡ୍ଗଡି ସବଦ୍ପାରା କରି ମକେ କଇଲା “ ଆଉ ।”
ମେଣ୍ଡାପିଲା ଜେଡେବେଲେ ସାତ୍ ତମର୍ ସିଲ୍ ବାଙ୍ଗାଇଲା, ସେଡ୍କିବେଲେ ସର୍ଗେ ସମାନ୍ ଅଦ୍ଗଟା ଜାକ ଚିମ୍ରା ଅଇଗାଲା ।