ପର୍କାସିତ 5:9 - ସତିଅର୍ ବାଟ୍ ନୁଆ ନିୟମ୍ 20209 ସେମନ୍ ଗଟେକ୍ ନୁଆ ଗିତ୍ କଇତେରଇଲାଇ । “ଗୁଡିଆଇଅଇରଇବା କାଗଜ୍ ସିଲ୍ ବାଙ୍ଗାଇକରି ନେବାକେ ତୁଇସେ ପାରୁସ୍ । କାଇକେବଇଲେ ତୁଇ ମରାଇଅଇଲୁସ୍ ଆରି ତର୍ ବଲି ଇସାବ୍ ମରନର୍ ଲାଗି, ସବୁ ବଁସେଅନି, ସବୁବାସାଇଅନି, ସବୁ ରାଇଜେଅନି ଆରି ଲକ୍ମନର୍ ଦଲେଅନି ପର୍ମେସରର୍ ପାଇ ତୁଇ ଲକ୍ମନ୍କେ ଆନ୍ଲୁସ୍ । Faic an caibideil |
ପୁର୍ବେ ପର୍ମେସରର୍ ଲକ୍ମନର୍ ବିତ୍ରେ ମିଚ୍ କାତା କଇବା ବବିସତ୍ବକ୍ତାମନ୍ ମିସା ରଇଲାଇ । ସେନ୍ତାରିସେ ତମର୍ ବିତ୍ରେ ମିସା ମିଚ୍ ସିକାଉମନ୍ ରଇବାଇ । ପର୍ମେସରର୍ ବିସଇ ସେମନ୍ ମିଚ୍ଟା ସିକାଇବାଇ । ଜନ୍ ଲକ୍ମନ୍ ସେ କାତା ବିସ୍ବାସ୍ କର୍ବାଇ, ସେମନ୍ ବିନାସ୍ ଅଇଜିବାଇ । ସେମନ୍କେ ମୁକ୍ଲାଇଲା ନିଜର୍ ମୁକ୍ତିକାରିଆକେ ସେମନ୍ ଚାଡିଦେବାଇ । ସେନ୍ତାରି କଲାର୍ ପାଇ ପର୍ମେସର୍ ସେମନ୍କେ ଦାପ୍ରେ କୁରୁପ୍ନାସ୍ କର୍ସି ।
ତାର୍ପଚେ ବସ୍ବା ଜାଗାର୍ ମଜାଇ ଗଟେକ୍ ମେଣ୍ଡାପିଲା ଟିଆଅଇରଇବାଟା ଦେକ୍ଲି । ତାର୍ ଚାରିବେଟ୍ତି ଚାରିଟା ଜିବନ୍ ରଇବା ପସୁ ଆରି ପାର୍ଚିନ୍ମନ୍ ରଇଲାଇ । ମେଣ୍ଡାପିଲା ମରାଇରଇଲାଟା ପାରା ଡିସ୍ତେରଇଲା । ତାକେ ସାତ୍ଟା ସିଙ୍ଗ୍ ଆରି ସାତ୍ଟା ଆଁକି ରଇଲା । ସେଟା ପର୍ମେସରର୍ ସାତ୍ଟା ଆତ୍ମା ରଇଲା । ପର୍ମେସର୍ ସେ ସାତ୍ଟା ଆତ୍ମାକେ ଗୁଲାଇ ଜଗତେ ପାଟାଇରଇଲା ।