ପର୍କାସିତ 5:12 - ସତିଅର୍ ବାଟ୍ ନୁଆ ନିୟମ୍ 202012 ସେମନ୍ ଆଉଲି ଅଇକରି ଗିତ୍ କଇତେ ରଇଲାଇ, “ମରାଇଅଇରଇବା ମେଣ୍ଡାପିଲା, ସବୁ ବପୁ, ସବୁ ଦନ୍ସଁପତି, ସବୁ ଗିଆନ୍, ସବୁ ସକ୍ତି, ଡାକ୍ପୁଟା, ମଇମା, ଆରାଦନା ପାଇବା ଅଦିକାର୍ ତର୍ ଲଗେ ଆଚେ ।” Faic an caibideil |
ତାର୍ପଚେ ବସ୍ବା ଜାଗାର୍ ମଜାଇ ଗଟେକ୍ ମେଣ୍ଡାପିଲା ଟିଆଅଇରଇବାଟା ଦେକ୍ଲି । ତାର୍ ଚାରିବେଟ୍ତି ଚାରିଟା ଜିବନ୍ ରଇବା ପସୁ ଆରି ପାର୍ଚିନ୍ମନ୍ ରଇଲାଇ । ମେଣ୍ଡାପିଲା ମରାଇରଇଲାଟା ପାରା ଡିସ୍ତେରଇଲା । ତାକେ ସାତ୍ଟା ସିଙ୍ଗ୍ ଆରି ସାତ୍ଟା ଆଁକି ରଇଲା । ସେଟା ପର୍ମେସରର୍ ସାତ୍ଟା ଆତ୍ମା ରଇଲା । ପର୍ମେସର୍ ସେ ସାତ୍ଟା ଆତ୍ମାକେ ଗୁଲାଇ ଜଗତେ ପାଟାଇରଇଲା ।