ପର୍କାସିତ 4:8 - ସତିଅର୍ ବାଟ୍ ନୁଆ ନିୟମ୍ 20208 ସେ ଚାରିଟା ଜାକ ଜିବନ୍ ରଇବା ପସୁମନ୍କେ ଗଟେକ୍କେ ଚଅଟା ଲାକା ଡେନା ରଇଲା । ଆରି ତାକର୍ବାଇରେ ବିତ୍ରେ ମିସା ଆଁକି ରଇଲା । ଦିନ୍ ରାତି ଗିତ୍ କଇବାଟା ସେମନ୍ ତେବତ୍ନାଇ । ସବୁର୍ଟାନେ ଅନି ବପୁରଇବା ମାପ୍ରୁ ପର୍ମେସର୍, ସୁକଲ୍ଟା ! ସୁକଲ୍ଟା ! ସୁକଲ୍ ସେ ! ସେ ଆଗ୍ତୁ ରଇଲା, ଏବେ ଆଚେ ଆରି ସେ କାଲ୍ କାଲ୍ ଜୁଗ୍ ଜୁଗ୍ ରଇସି ! Faic an caibideil |
ତାର୍ପଚେ ବସ୍ବା ଜାଗାର୍ ମଜାଇ ଗଟେକ୍ ମେଣ୍ଡାପିଲା ଟିଆଅଇରଇବାଟା ଦେକ୍ଲି । ତାର୍ ଚାରିବେଟ୍ତି ଚାରିଟା ଜିବନ୍ ରଇବା ପସୁ ଆରି ପାର୍ଚିନ୍ମନ୍ ରଇଲାଇ । ମେଣ୍ଡାପିଲା ମରାଇରଇଲାଟା ପାରା ଡିସ୍ତେରଇଲା । ତାକେ ସାତ୍ଟା ସିଙ୍ଗ୍ ଆରି ସାତ୍ଟା ଆଁକି ରଇଲା । ସେଟା ପର୍ମେସରର୍ ସାତ୍ଟା ଆତ୍ମା ରଇଲା । ପର୍ମେସର୍ ସେ ସାତ୍ଟା ଆତ୍ମାକେ ଗୁଲାଇ ଜଗତେ ପାଟାଇରଇଲା ।