7 ପର୍ତୁମର୍ ପସୁ ସିଅଁବାଗ୍ପାରା ଡିସ୍ତେ ରଇଲା । ଦୁଇ ଲମର୍ଟା ସଣ୍ଡ୍ପାରା ରଇଲା । ତିନ୍ ଲମର୍ଟା ଲକର୍ ପାରା ବାନିମୁର୍ତି ରଇଲା । ଆରି ସାରାସାରିର୍ଟା ଉଡିବୁଲ୍ବା ଗିଦ୍ ପାରା ଡିସ୍ତେ ରଇଲା ।
ଏ ବାଇବଇନିମନ୍ ତମେ ପିଲାମନର୍ ପାରା ଚିନ୍ତା କରାନାଇ । କାରାପ୍ ବିସଇତେଇ ପିଲାପାରା ଉଆ । ମାତର୍ ବୁଦି ଆରି ବିଚାର୍ କର୍ବାତେଇ ବଡ୍ ଲକର୍ ପାରା ଅଇବାର୍ ଦର୍କାର୍ ।
ଆରି ବସ୍ବା ଜାଗାର୍ ମୁଆଟେ ନିର୍ମଲ୍ ଅଇକରି ଡିସ୍ବା କାଁଚର୍ ସମ୍ଦୁର୍ ପାରା ରଇଲା । ବସ୍ବା ଜାଗାର୍ ଚାରିବେଟ୍ତି ଚାରିଟା ଜିବନ୍ ରଇବା ପସୁ ରଇଲାଇ । ତାର୍ ମୁଆଟ୍ ବାଟେ ଆରି ପଚ୍ବାଟେ ଆଁକିମନ୍ ରଇଲା ।
ସେ ମେଣ୍ଡାପିଲା ଦୁଇ ଲମର୍ ସିଲ୍ ବାଙ୍ଗାଇଲା । ଆରି ସେ ଦୁଇ ଲମର୍ ଜିବନ୍ ରଇବା ପସୁ ମକେ କଇଲା “ଆଉ ।”
ତାର୍ପଚେ ସେ ମେଣ୍ଡାପିଲା ତିନ୍ ଲମର୍ ସିଲ୍ ବାଙ୍ଗାଇଲା । ତିନ୍ ଲମର୍ ଜିବନ୍ ରଇବା ପସୁ ମକେ କଇଲା “ଆଉ ।” ମୁଇ ଦେକ୍ଲି ଆରି ଏଦେ ଦେକା ! ଆରି ଗଟେକ୍ କାଲିଆ ଗଡା ଡିସ୍ଲା । ସେ ଗଡା ଚାଲାଉର୍ ଆତେ ଗଟେକ୍ ତୁଲ୍ବା କେଜି ରଇଲା ।
ତାର୍ପଚେ ସେ ମେଣ୍ଡାପିଲା ଚାରି ଲମର୍ ସିଲ୍ ବାଙ୍ଗାଇଲା । ଆରି ଚାରି ଲମର୍ ଜିବନ୍ ରଇବା ପସୁ ମକେ “ ଆଉ !” ବଲି କଇଲା ।