ପର୍କାସିତ 4:5 - ସତିଅର୍ ବାଟ୍ ନୁଆ ନିୟମ୍ 20205 ବସ୍ବା ଜାଗାଇଅନି ବିଜ୍ଲି ମାର୍ଲା ଆରି ଗୁଡ୍ଗାଡ୍ କରି ଗଡ୍ଗଡି ମାର୍ଲା । ବସ୍ବା ଜାଗାର୍ ମୁଆଟେ ସାତ୍ଟା ଜଇଉମ୍ଲା ଲାଗ୍ତେରଇଲା । ସେଟା ଅଇଲାନି ପର୍ମେସରର୍ ସାତ୍ଟା ଆତ୍ମା । Faic an caibideil |
ତାର୍ପଚେ ବସ୍ବା ଜାଗାର୍ ମଜାଇ ଗଟେକ୍ ମେଣ୍ଡାପିଲା ଟିଆଅଇରଇବାଟା ଦେକ୍ଲି । ତାର୍ ଚାରିବେଟ୍ତି ଚାରିଟା ଜିବନ୍ ରଇବା ପସୁ ଆରି ପାର୍ଚିନ୍ମନ୍ ରଇଲାଇ । ମେଣ୍ଡାପିଲା ମରାଇରଇଲାଟା ପାରା ଡିସ୍ତେରଇଲା । ତାକେ ସାତ୍ଟା ସିଙ୍ଗ୍ ଆରି ସାତ୍ଟା ଆଁକି ରଇଲା । ସେଟା ପର୍ମେସରର୍ ସାତ୍ଟା ଆତ୍ମା ରଇଲା । ପର୍ମେସର୍ ସେ ସାତ୍ଟା ଆତ୍ମାକେ ଗୁଲାଇ ଜଗତେ ପାଟାଇରଇଲା ।