ପର୍କାସିତ 21:3 - ସତିଅର୍ ବାଟ୍ ନୁଆ ନିୟମ୍ 20203 ବସ୍ବା ଜାଗାଇଅନି ଗଟେକ୍ ବଡ୍ ସବଦ୍ କାତାଅଇବାଟା ମୁଇ ସୁନ୍ଲି “ସାରାସାରି ବେଲେ ପର୍ମେସର୍ ମୁନୁସ୍ଜାତି ସଙ୍ଗ୍ ବାସା ଅଇବାକେ ଆଇଲାଆଚେ । ସେ ତାକର୍ ସଙ୍ଗ୍ ବାସା ଅଇସି । ଆରି ସେମନ୍ ତାର୍ ଲକ୍ ଅଇବାଇ । ପର୍ମେସର୍ ନିଜେ ତାକର୍ ସଙ୍ଗ୍ ରଇସି । ଆରି ସେ ତାକର୍ ପର୍ମେସର୍ ଅଇସି ।” Faic an caibideil |
ପର୍ମେସରର୍ ମନ୍ଦିରେ ପୁତ୍ଲା ପୁଜା କର୍ବାର୍ ନ ଅଏ । ଆମେ ପର୍ମେସରର୍ ମନ୍ଦିର୍ ପାରା । କାଇକେବଇଲେ ଜିବନ୍ ରଇବା ପର୍ମେସର୍ ଆମର୍ ବିତ୍ରେ ବାସା ଅଇଆଚେ । ସେ ନିଜେ କଇଲାଆଚେ “ ଜନ୍ ଲକ୍ମନ୍ ମର୍ ଲକ୍, ମୁଇ ସେମନର୍ ସଙ୍ଗ୍ ରଇବି । ତାକର୍ ବିତ୍ରେ ଚାଲାବୁଲା କର୍ବି । ମୁଇ ସେମନର୍ ପର୍ମେସର୍ ଅଇବି । ଆରି ସେମନ୍ ମର୍ ଲକ୍ ଅଇବାଇ ।”
ତାର୍ପଚେ ସର୍ଗେ ଗଟେକ୍ ଜବର୍ ସବଦ୍ ଅଇବାଟା ମୁଇ ସୁନ୍ଲି । ସେ ସବଦ୍ କଲା “ଏବେ ଲକ୍ମନର୍ପାଇ ଅଇରଇବା ପର୍ମେସରର୍ ମୁକ୍ତି ସିଦ୍ ଅଇଲାଆଚେ । ରାଜା ଇସାବେ ତାର୍ ବପୁ ସେ ଦେକାଇଆଚେ । ତାର୍ ମସିଅ, ତାର୍ ଅଦିକାର୍ ଦେକାଇଲା ଆଚେ ।” କାଇକେବଇଲେ, ଜେ କି ପର୍ମେସରର୍ ମୁଆଟେ ଟିଆଅଇ ଆମର୍ ବାଇବଇନିମନ୍କେ ଦସ୍ ଦେଇତେରଇଲା, ତାକେ ସର୍ଗେଅନି ବାର୍କରାଇ ଦେଲାଆଚେ ।