ପର୍କାସିତ 18:3 - ସତିଅର୍ ବାଟ୍ ନୁଆ ନିୟମ୍ 20203 କାଇକେବଇଲେ ଜଗତର୍ ସବୁ ରାଇଜ୍ମନ୍, ତାର୍ ମଦ୍ କାଇ ମାତିଜାଇଆଚତ୍ । ଏଟାର୍ ଅରତ୍ ଅଇଲାନି ତାର୍ କାରାପ୍ ଚଲାଚଲ୍ତି ମାନ୍ବାକେ ସେମନ୍କେ ସୁତ୍ରାଇଲା । ଜଗତର୍ ରାଜାମନ୍ ତାର୍ ସଙ୍ଗ୍ ବେସିଆ କାମ୍ କର୍ବାର୍ ଅବିଆସ୍ କଲାଇ । ଜନ୍ ସଁପତି ପାଇବା ଆସାଇଅନି ଏ ଜଗତର୍ ବେବାରିମନ୍ ସାଉକାର୍ ଅଇଗାଲାଇ ।” Faic an caibideil |