ପର୍କାସିତ 16:2 - ସତିଅର୍ ବାଟ୍ ନୁଆ ନିୟମ୍ 20202 ପର୍ତୁମ୍ ଦୁତ୍ ଗାଲା ଆରି ତାର୍ ରିସାର୍ ଗିନା ଦର୍ତନି ଉପ୍ରେ ଆଜାଡିଦେଲା । ଆରି ଏଦେ ଦେକା ! ଜନ୍ ଲକ୍ମନ୍ ଜେ କି ପସୁର୍ ଚିନ୍ ଗଦିଅଇରଇଲାଇ ଆରି ତାର୍ ମୁର୍ତିକେ ଜୁଆର୍ କର୍ତେରଇଲାଇ, ତାକର୍ ଗାଗ୍ଡେ ମୁର୍ଚି ନାପାର୍ଲା ପାରା ଉଟାନ୍ ବାରଇଲା । Faic an caibideil |