ପର୍କାସିତ 15:2 - ସତିଅର୍ ବାଟ୍ ନୁଆ ନିୟମ୍ 20202 ତାର୍ପଚେ କାଁଚ୍ ପାରା ଡିସ୍ବା ସମ୍ଦୁର୍ ସଙ୍ଗ୍ ଜଇ ମିସାଇଲା ପାରାଟା ଗଟେକ୍ ଦେକ୍ଲି । ପସୁ ଆରି ତାର୍ ମୁର୍ତି ଉପ୍ରେ ଜୁଇଦ୍ କରି ଜିତିରଇବା ଲକ୍ମନ୍କେ ମିସା ମୁଇ ଦେକ୍ଲି । ସେ ପସୁର୍ ନାଉଁ ଗଟେକ୍ ଲମରର୍ ବାଦୁଲେ ରଇଲା । ସେମନ୍ କାଁଚର୍ ସମ୍ଦୁର୍ ପାଲିବାଟେ ଟିଆ ଅଇରଇଲାଇ । ପର୍ମେସର୍ ସେମନ୍କେ ଦେଇରଇବା ବିଣା ତାକର୍ ଆତେ ରଇଲା । Faic an caibideil |
ତମର୍ ଜିବନେ ଆଇଲା ଦୁକ୍କସ୍ଟ ସବୁ ତମର୍ ବିସ୍ବାସ୍ ସତ୍ଆଚେ କି ନାଇ ବଲି ପରିକା କର୍ବାକେସେ । ସୁନାର୍ ବିସଇ ବାବିଦେକା, ଏ ଜଗତର୍ ସବୁ ବିସଇର୍ପାରା ସୁନା ମିସା ନସିଜାଇସି । ସୁନା ନିକଟା କି କାରାପ୍ଟା ବଲି ଜାନ୍ବାକେ ଜଇଟାନେ ସିଲାଇବାଇ । ତମର୍ ବିସ୍ବାସ୍ ସୁନାଟାନେଅନି ଅଦିକ୍ ମୁଲିଅ । ସେନ୍ତାର୍ଆଲେ ତମର୍ ବିସ୍ବାସ୍ ନିକଟା କି ନାଇ ବଲି ପରିକା କର୍ବାର୍ ଆଚେ । ତମର୍ ବିସ୍ବାସ୍ ଜଦି ନିକଟା, ଜିସୁ କିର୍ସଟ୍ ଦେକା ଅଇବା ସେ ଦିନେ ତମେ ଡାକ୍ପୁଟା ଆରି ମଇମା ପାଇସା ।