ପର୍କାସିତ 13:4 - ସତିଅର୍ ବାଟ୍ ନୁଆ ନିୟମ୍ 20204 ଆରି ନିଜର୍ ଅଦିକାର୍ ସେ ପସୁକେ ଦେଲାକେ ସବୁ ଲକ୍ ଅସୁର୍ ସାଁପ୍କେ ଜୁଆର୍ କଲାଇ । ଏନ୍ତାରି କଇକରି ମିସା ସେ ପସୁକେ ସେମନ୍ ଜୁଆର୍କଲାଇ । ଏ ପସୁର୍ ପାରା ଆରି କେ ନାଇ । ତାର୍ ବିରଦେ ଜୁଇଦ୍ କରି କେ ମିସା ଜିତି ନାପାରତ୍ । Faic an caibideil |