ପର୍କାସିତ 12:3 - ସତିଅର୍ ବାଟ୍ ନୁଆ ନିୟମ୍ 20203 ଆରି ବାଦ୍ଲେ କେବେ ଦେକି ନ ରଇବା ବିନ୍ ରକାମ୍ ଚିନ୍ ଡିସ୍ଲା । ଆରି ଏଦେ ଦେକା ! ସାତ୍ଟା ମୁଣ୍ଡ୍ ଆରି ଦସ୍ଟା ସିଙ୍ଗ୍ ରଇବା ଗଟେକ୍ ବଡେଟା ଅଇ ରଙ୍ଗ୍ ରଇଲା ଅସୁର୍ ସାଁପ୍ ଡିସ୍ଲା । ତାର୍ ସାତ୍ଟା ମୁଣ୍ଡେ ସାତ୍ଟା ମୁକୁଟ୍ ରଇଲା । Faic an caibideil |