9 ମୁଇ ଦୁତର୍ ଲଗେ ଗାଲି ଆରି ସାନ୍ଟା କାଗଜ୍ ମକେ ଦେ ବଲି କଇଲି । ସେ ମକେ କଇଲା “ଏଟା ନେଇକରି କାଆ । ତର୍ ପେଟେ ଏଟା ପିତା ଅଇସି । ମାତର୍ ତର୍ ଟଣ୍ଡେ ସେଟା ମୁ ପାରା ମୁନ୍ଦୁର୍ ରଇସି ।”
ଏ ସବୁ କାମେ ବୁଡିକରି ଜନ୍ଲକ୍ମନ୍ ପର୍ମେସରର୍ କାତା ନ ମାନତ୍, ସେମନ୍କେ ତାର୍ ବଡ୍ ରିସା ଆଇସି ।
ତେଇ ମୁଇ ଦୁତର୍ ଟାନେଅନି ସାନ୍ଟା କାଗଜ୍ ନେଲି ଆରି କାଇଲି । ସେଟା ମର୍ ଟଣ୍ଡେ ପାକାଇଲାକେ ମୁ ପାରା ସୁଆଦ୍ ରଇଲା । ମାତର୍ ଗିଲ୍ଲା ପଚେ ପେଟ୍ ବିତ୍ରେ ପିତା ଅଇଗାଲା ।