3 ସେ ଆଉଲି ଅଇଲାକେ ସିଅଁମନ୍ ଅଡର୍ଲା ପାରା ସୁନିଅଇଲା । ସେ ଡାକ୍ଲା ପଚେ, ସାତ୍ଟା ଗଡ୍ଗଡିମନ୍ ଅଡ୍ରିକରି କଇଲାଇ ।
ଆରି ସର୍ଗେ ଅନି ମୁଇ ଗଟେକ୍ ସବଦ୍ ସୁନ୍ଲି । ସେଟା ଗଟେକ୍ ଜବର୍ ଗଡ୍ଗଡି ଅଇ ବଡ୍ ସବଦର୍ ପାରା ଆରି ଜବର୍ ପାନି ଅଦର୍ଲାପାରା ରଇଲା । ବିଣା ବାଜ୍ଲେ ସବଦ୍ ଅଇବା ଗିତ୍ପାରା ସୁନି ଅଇଲା ।
ଏଦେ ଦେକା ! ତାର୍ପଚେ ଆକାସେ ଆରିଗଟେକ୍ କାବା ଅଇଜିବା ଚିନ୍ ମୁଇ ଦେକ୍ଲି । ତେଇ ସାତ୍ଟା ଦୁତ୍ମନ୍କେ ସାତ୍ଟା ମର୍ଡି ସର୍ପାଇ ଅଇରଇଲା । ଏ ସର୍ତେ ମର୍ଡି ସାରାସାରି ବେଲର୍ଟା । କାଇକେବଇଲେ ଏଟା ଅଇଲାନି ଦର୍ତନି ଉପ୍ରେ ପର୍ମେସର୍ ଆନ୍ବା ସାରାସାରିର୍ ଡଣ୍ଡ୍ ।
ଚାର୍ଟା ଜିବନ୍ ରଇବା ପସୁମନର୍ ବିତ୍ରେ ଗଟେକ୍ ସବୁବେଲର୍ ପର୍ମେସରର୍ ରିସାସଙ୍ଗ୍ ବର୍ତି ଅଇରଇବା ସାତ୍ଟା ସୁନାର୍ ଗିନା, ସେ ସାତ୍ଟା ଦୁତ୍ମନ୍କେ ଦେଲା ।
ବସ୍ବା ଜାଗାଇଅନି ବିଜ୍ଲି ମାର୍ଲା ଆରି ଗୁଡ୍ଗାଡ୍ କରି ଗଡ୍ଗଡି ମାର୍ଲା । ବସ୍ବା ଜାଗାର୍ ମୁଆଟେ ସାତ୍ଟା ଜଇଉମ୍ଲା ଲାଗ୍ତେରଇଲା । ସେଟା ଅଇଲାନି ପର୍ମେସରର୍ ସାତ୍ଟା ଆତ୍ମା ।
ତାର୍ପଚେ ସେ ଦୁତ୍ ଦୁପ୍ ପଡାଇବା ଅର୍କି ନେଇକରି ବେଦିଟାନର୍ ଜଇସଙ୍ଗ୍ ବର୍ତି କଲା । ସେଟା ସେ ଦର୍ତନି ଉପ୍ରେ ପିଙ୍ଗିଦେଲା । ତେଇ ଗୁଡ୍ଗାଡ୍ କରି ଗଡ୍ଗଡି ମାର୍ଲା ଆରି ବିଜ୍ଲି ମାରି ଦର୍ତନି ଚୁଲ୍ବୁଲ୍ଲା ।