2 ତାର୍ ଆତେ ଉଗାଡି ଅଇରଇବା ଗଟେକ୍ ସାନ୍ ବଇ ରଇଲା । ସେ ତାର୍ ଉଜାଗଡ୍ ସମ୍ଦୁର୍ ବିତ୍ରେ ସଙ୍ଗଇଲା ଆରି ଡେବ୍ରି ଗଡ୍ ସୁକ୍ଲା ବୁଏଁ ସଙ୍ଗଇଲା ।
ଜିସୁ ସେମନର୍ ଲଗେ ଜାଇ କଇଲା, “ସରଗ୍ ଆରି ମଚ୍ପୁରର୍ ସବୁ ଅଦିକାର୍ ମକେ ଦିଆଅଇଲା ଆଚେ ।
ତାର୍ପଚେ ମୁଇ ଆଗ୍ତୁ ଦେକିରଇବା ଦୁତ୍ ଜେ କି ସମ୍ଦୁରେ ଆରି ସୁକ୍ଲା ପଦାଇ ଟିଆ ଅଇରଇଲା, ସେ ତାର୍ ଉଜା ଆତ୍ ସରଗ୍ବାଟେ ଲାମାଇଲା ।
ତାର୍ପଚେ ସେ ମେଣ୍ଡାପିଲା ସାତ୍ଟା ସିଲ୍ ବିତ୍ରେ ପର୍ତୁମ୍ ସିଲ୍ ବାଙ୍ଗାଇବାଟା ମୁଇ ଦେକ୍ଲି । ଚାର୍ଟା ଜିବନ୍ ରଇବା ପସୁମନର୍ ବିତ୍ରେଅନି ଗଟେକ୍ ପସୁ ଗଡ୍ଗଡି ସବଦ୍ପାରା କରି ମକେ କଇଲା “ ଆଉ ।”
ସେ ମେଣ୍ଡାପିଲା ଦୁଇ ଲମର୍ ସିଲ୍ ବାଙ୍ଗାଇଲା । ଆରି ସେ ଦୁଇ ଲମର୍ ଜିବନ୍ ରଇବା ପସୁ ମକେ କଇଲା “ଆଉ ।”