10 ତେଇ ମୁଇ ଦୁତର୍ ଟାନେଅନି ସାନ୍ଟା କାଗଜ୍ ନେଲି ଆରି କାଇଲି । ସେଟା ମର୍ ଟଣ୍ଡେ ପାକାଇଲାକେ ମୁ ପାରା ସୁଆଦ୍ ରଇଲା । ମାତର୍ ଗିଲ୍ଲା ପଚେ ପେଟ୍ ବିତ୍ରେ ପିତା ଅଇଗାଲା ।
ତାର୍ପଚେ ମକେ କଇଲା, “ସବୁ ରାଜାମନର୍ ବିସଇ, ବାସାମନର୍ ବିସଇ, ବଁସର୍ ବିସଇ, ଆରି ରାଇଜର୍ ବିସଇ, ଏ ସବୁଜାକର୍ ଉପ୍ରେ ପର୍ମେସରର୍ କବର୍ ତୁଇ ଆରିତରେକ୍ ଜାଇ ଜାନାଇବାର୍ ଆଚେ ।”
ମୁଇ ଦୁତର୍ ଲଗେ ଗାଲି ଆରି ସାନ୍ଟା କାଗଜ୍ ମକେ ଦେ ବଲି କଇଲି । ସେ ମକେ କଇଲା “ଏଟା ନେଇକରି କାଆ । ତର୍ ପେଟେ ଏଟା ପିତା ଅଇସି । ମାତର୍ ତର୍ ଟଣ୍ଡେ ସେଟା ମୁ ପାରା ମୁନ୍ଦୁର୍ ରଇସି ।”