ପର୍କାସିତ 10:1 - ସତିଅର୍ ବାଟ୍ ନୁଆ ନିୟମ୍ 20201 ତାର୍ପଚେ ଏଦେ ଦେକା ! ସର୍ଗେଅନି ଆରି ଗଟେକ୍ ବଡ୍ ଦୁତ୍ ଉତ୍ରି ଆଇବାଟା ମୁଇ ଦେକ୍ଲି । ତାକେ ଗଟେକ୍ ବାଦଲ୍ ଗୁଡାଇରଇଲା ଆରି ମୁଣ୍ଡେ ଗଟେକ୍ ଇନ୍ଦର୍ଦୁନୁ ଗୁଡିଆଇ ଅଇରଇଲା । ତାର୍ ମୁ ବେଲ୍ ପାରା ରଇଲା । ତାର୍ ଗଡ୍ମନ୍ ଜଇର୍ କୁନାଦି ପାରା ରଇଲା । Faic an caibideil |