21 କିରିସ୍ଟ ଜିସୁକେ ବିସ୍ବାସ୍ କର୍ବା ପର୍ମେସରର୍ ସବୁ ଲକ୍ମନ୍କେ ଜୁଆର୍ କରା । ମର୍ସଙ୍ଗ୍ ରଇବା ଆମର୍ ବିସ୍ବାସି ବାଇବନିମନ୍ ତାକର୍ ଜୁଆର୍ ଜାନାଇଲାଇନି ।
ତମେ ଜଦି ନିଜର୍ ନିଜର୍ ବାଇମନ୍କେସେ ଜୁଆର୍ କର୍ସା, ତେବେ ଆରି ଅଦିକ୍ କାଇଟା କଲାସ୍ନି ? ବିସ୍ବାସ୍ ନକଲା ଲକ୍ମନ୍ ମିସା ସେଟା କର୍ବାଇ ।
କରନ୍ତିୟ ନଅରେ ରଇବା ପର୍ମେସରର୍ ମଣ୍ଡ୍ଲିର୍ ଲକ୍ମନ୍କେ ଲେକ୍ଲୁନି । ପର୍ମେସର୍ ତମ୍କେ ଜିସୁକିରିସ୍ଟ ସଙ୍ଗ୍ ମିସାଇ, ତାର୍ ନିଜର୍ ଲକ୍ କଲାଆଚେ । ଆରି ମାପ୍ରୁ ଜିସୁକିରିସ୍ଟକେ ଉପାସନା କର୍ବା, ସବୁ ଜାଗାଇ ରଇବା ଲକର୍ ସଙ୍ଗ୍ ତମ୍କେ ସୁକଲ୍ ଅଇବାକେ ବାଚିଆଚେ । ସେ ଆମର୍ ମାପ୍ରୁ ଆରି ତାକର୍ ମିସା ।
ଆରି ଏଟା ଗାଲାତିୟ ମଣ୍ଡଲିତେଇ ରଇବା ତମର୍ପାଇ ମର୍ ଚିଟି । ଜନ୍ ବିସ୍ବାସି ବାଇବଇନିମନ୍ ମର୍ ସଙ୍ଗ୍ ଆଚତ୍, ସେମନ୍ ମିସା ମର୍ ସଙ୍ଗ୍ ଜୁଆର୍ ଜାନାଇଲାଇନି ।
ମୁଇ କଇଲା ବିସଇ ସେମନ୍ ରାଜି ଅଇଲାଇ । କାଇକେବଇଲେ ମର୍ ସାଙ୍ଗ ତିତସ୍, ଗଟେକ୍ ଗିରିକ୍ ଲକ୍ ଅଇରଇଲେ ମିସା, ତାକେ ସୁନତ୍ ଅ ଆକା ବଲି ବାଦିଅ କରତ୍ ନାଇ ।
ମୁଇ ପାଉଲ୍ ପର୍ମେସରର୍ ମନ୍ କଲା ଇସାବେ କିରିସ୍ଟ ଜିସୁର୍ ଗଟେକ୍ ପେରିତ୍ ସିସ୍ ଅଇ ବାଚି ଅଇଆଚି । ଜିସୁ କିରିସ୍ଟର୍ ସଙ୍ଗ୍ ମିସିକରି ବିସ୍ବାସ୍ସଙ୍ଗ୍ ଜିଉନା କାଉନା କର୍ତେ ରଇବା ଏପିସିୟର୍ ବିସ୍ବାସିମନର୍ ଲଗେ ଏ ଚିଟି ଲେକ୍ଲିନି ।
ଏ ଚିଟି ପାଉଲ୍ ଆରି ତିମତି, କିରିସ୍ଟ ଜିସୁର୍ ଦୁଇଟା ଗତିଦାଙ୍ଗ୍ଡାମନ୍ ଲେକ୍ଲୁନି । ଜିସୁକିରିସ୍ଟର୍ ଅଇକରି ପିଲିପି ନଅରେ ରଇବା ସବୁ ପର୍ମେସରର୍ ଲକ୍ମନର୍ପାଇ ଏଟା ଲେକାଅଇଲା ଆଚେ । ତମର୍ ବିତ୍ରେ ନେତା ଅଇକରି ତମ୍କେ ସାଇଜ କର୍ବା ଲକ୍ମନର୍ପାଇ ମିସା ।
ଏନ୍ତାରି କଲେ, ପର୍ମେସର୍ ତମ୍କେ ସାନ୍ତି ଦେଇସି । ଏ ସାନ୍ତି ଲକ୍ମନ୍ ବୁଜ୍ବା ସାନ୍ତିର୍ପାରା ନାଇ । କିରିସ୍ଟ ଜିସୁର୍ ସଙ୍ଗ୍ ମିସ୍ଲାର୍ପାଇ ଜଦି ଏ ସାନ୍ତି ତମେ ପାଇଲେ, ତମର୍ ଜିବନେ କସ୍ଟ ଆଇଲେ ମିସା ନ ଡରିକରି, ଚିନ୍ତାକରି ଦାନ୍ଦା ନ ଅଇବାକେ ସାଇଜ କର୍ସି ।