20 ଆମର୍ ସରଗର୍ ବାବା ପର୍ମେସର୍ କାଲ୍ କାଲ୍ ଜୁଗ୍ଜୁଗ୍ ଡାକ୍ପୁଟା ପାଅ । ଆମେନ୍ !
ଆରି ମୁଇ ଜନ୍ ସବୁ ସିକିଆ ଦେଇଆଚି, ସେଟା ମାନା ବଲି ସିକାଆ । ଆରି ମନେ ରଅ, କାଲ୍ କାଲ୍ ଜୁଗ୍ ଜୁଗ୍ ମୁଇ ସବୁବେଲେ ତମର୍ ସଙ୍ଗ୍ ରଇବି ।”
ସେଟାର୍ ପାଇ ତମେ ଏନ୍ତାରି ପାର୍ତନା କର୍ବାର୍ ଆଚେ । ଏ ଆମର୍ ସରଗର୍ ବାବା, ତମର୍ ସୁକଲ୍ ନାଉଁ ଡାକ୍ପୁଟା ପାଅ ।
ତିଆର୍ ଅଇଲା ସବୁ ବିସଇ ସେ ସେ ଚାଲାଇଲାନି । ଆରି ସବୁ ବିସଇ ତାର୍ପାଇସେ । ପର୍ମେସର୍, କାଲେ କାଲେ ଜୁଗେ ଜୁଗେ, ତାର୍ ଡାକ୍ପୁଟା ଅ । ଆମେନ୍ !
ମାପ୍ରୁ ଜିସୁ କିରିସ୍ଟର୍ତେଇଅନି ସବୁ ଜାନ୍ବା ଗଟେକ୍ସେ ପରମେସର୍ କାଲେ କାଲେ ଜୁଗେ ଜୁଗେ ଡାକ୍ପୁଟା ପାଅ । ଆମେନ୍ !
ମଣ୍ଡଲିଟାନେ ଆରି କିରିସ୍ଟ ଜିସୁର୍ଟାନେଅନି ପର୍ମେସରର୍ ବଡ୍ ବପୁ ବିନ୍ ଲକ୍କେ ଡିସ୍ଲାନି, ତାର୍ ବଡ୍ ବପୁର୍ ଲାଗି ପର୍ମେସର୍କେ ଡାକ୍ପୁଟା କରୁ, କାଲ୍କାଲ୍ ଜୁଗ୍ଜୁଗ୍ ସେ ଡାକ୍ପୁଟା ପାଇତେରଅ । ଆମେନ୍ !
ଜେନ୍ତାରିକି ଗଟେକ୍ ପଲ୍ ଦେବା ଗଚ୍ ପଲ୍ ଦେଇସି, ସେନ୍ତାରିସେ ତମେ ମିସା ଜିସୁକିରିସ୍ଟର୍ ବପୁ ସଙ୍ଗ୍ ଦରମ୍ କାମର୍ ପଲ୍ ଦେଇସା । ଏଟା ପର୍ମେସର୍କେ ଡାକ୍ପୁଟା ଆରି ମଇମା କର୍ସି ।
ମାପ୍ରୁ ଜିସୁକିରିସ୍ଟ ତମ୍କେ ଜିବନ୍ ଦୁକାଇ ଦୟା କଲାଟା ତମର୍ ବିତ୍ରେ ରଅ ।
ଜନ୍ ରାଜା କାଲ୍ କାଲ୍ ଜୁଗ୍ ଜୁଗ୍ ସାସନ୍ କର୍ସି, ଆରି ଜାକେ କି କେ ଦେକି ନାପାରତ୍, ସେ ଆକା ଗଟେକ୍ ପର୍ମେସର୍ । ସେ କାଲ୍ କାଲ୍ ଜୁଗ୍ ଜୁଗ୍ ମଇମା ଆରି ସନ୍ମାନ୍ ପାଅ । ଆମେନ୍ !
ଆମର୍ ମାପ୍ରୁ ଜିସୁକିରିସ୍ଟର୍ ଲାଗି ସେ ଗଟେକ୍ ସେ ପର୍ମେସର୍, ଜେ କି ଆମ୍କେ ରକିଆ କଲାଆଚେ । ସବୁ ଡାକ୍ପୁଟା, ମଇମା, ବପୁ ଆରି ସାସନ୍ କାଇଟା ନ ଅଇତେ ତାର୍ଟାସେ ରଇଲା, ଏବେ ତାର୍ଟାସେ ଆଚେ ଆରି କାଲ୍ କାଲ୍ ଜୁଗ୍ ଜୁଗ୍ ତାର୍ଟାସେ ରଇସି । ଆମେନ୍ !
ତାର୍ ବାବା ପର୍ମେସର୍କେ ସେବା କର୍ବାପାଇ ସେ ଆମ୍କେ ଗଟେକ୍ ରାଜାର୍ କୁଟୁମେ ପୁଜାରି କଲାଆଚେ । ସେ କାଲ୍ କାଲ୍ ଜୁଗ୍ ଜୁଗ୍ ବପୁ ଆରି ମଇମା ପାଅ । ଆମେନ୍ ।
ସେଡ୍କିବେଲେ, ଏଦେ ଦେକା ! ବେସି ଦର୍ତନି ଚୁଲ୍ବୁଲି ଗାଲା । ନଅରର୍ ଦସ୍ବାଗେଅନି ଗଟେକ୍ ବାଗ୍ କୁରୁପ୍ନାସ୍ ଅଇଗାଲା । ଆରି ତେଇ ୭,୦୦୦ ଲକ୍ମନ୍ ମରିଗାଲାଇ । ବାକି ରଇଲା ଲକ୍ମନ୍ ଡରିକରି ସର୍ଗେ ରଇବା ପର୍ମେସରର୍ ବପୁକେ ଡାକ୍ପୁଟା କଲାଇ ।
ସେ ଆଉଲିଅଇକରି କଇଲା “ପର୍ମେସର୍କେ ଡାକ୍ପୁଟା କରା । ତାର୍ ବଡ୍ ବଡ୍ କାମର୍ ପାଇ ତାକେ ଆରାଦନା କରା । ଲକ୍ମନ୍କେ ବିଚାର୍ କର୍ବାକେ ତାର୍ ବେଲା କେଟ୍ଲାଆଚେ । ସରଗ୍, ଦର୍ତନି, ସମ୍ଦୁର୍, ଆରି ପାଜ୍ରା ପାନି ସବୁଜାକ ସେ ତିଆର୍କଲାଆଚେ, ତାକେ ଜୁଆର୍ କରା ।”
ସେମନ୍ ଆଉଲି ଅଇକରି ଗିତ୍ କଇତେ ରଇଲାଇ, “ମରାଇଅଇରଇବା ମେଣ୍ଡାପିଲା, ସବୁ ବପୁ, ସବୁ ଦନ୍ସଁପତି, ସବୁ ଗିଆନ୍, ସବୁ ସକ୍ତି, ଡାକ୍ପୁଟା, ମଇମା, ଆରାଦନା ପାଇବା ଅଦିକାର୍ ତର୍ ଲଗେ ଆଚେ ।”
କଇଲାଇ, ଆମେନ୍, ଦନିଅବାଦ୍, ମଇମା, ଗିଆନ୍, ଡାକ୍ପୁଟା, ବପୁ ଆରି ସକ୍ତି କାଲ୍ କାଲ୍ ଜୁଗ୍ ଜୁଗ୍ ଆମର୍ ପର୍ମେସର୍କେ ଅ । ଆମେନ୍, ବଲି କଇତେରଇଲାଇ ।