16 ତେସଲନିକିଆ ନଅରେ ରଇବାବେଲେ ମିସା ମକେ ଲଡା ରଇଲାବେଲେ, ତମେ ଦୁଇତର୍ ଦାନ୍ ପାଟାଇଲାସ୍ ।
ପାଉଲ୍ ଆରି ସିଲା ଅମ୍ପିପଲି ଆରି ଆପଲନିଆ ବାଟ୍ଦେଇ ତେସ୍ଲନି ଜାଗାଇ କେଟ୍ଲାଇ । ତେଇ ଜିଉଦିମନର୍ ଗଟେକ୍ ପାର୍ତନା ଗର୍ ରଇଲା ।
ମାତର୍ ତମର୍ଲଗେ ବାଉଡିଆଇବାକେ ଆମ୍କେ ବେସି ମନ୍ରଇଲା । ମୁଇ ନିଜେ ତମର୍ଲଗେ ବାଉଡିଆଇବାକେ ଗଟେକ୍ତର୍ ଚେସ୍ଟାକରିରଇଲି, ମାତର୍ ଏଟାର୍ପାଇ ଆମ୍କେ ସଇତାନ୍ ବାଦା ଦେଲା ।
ଏ ବାଇବଇନିମନ୍ ଆମେ ଆବଡ୍ ଅଇ ଗାଗ୍ଡେ ବାଦିଜାଇରଇଲେ ମିସା ମାନିଅଇ କାମ୍ କଲାଟା ତମ୍କେ ମନେରଇସି । ଆମେ ଜେନ୍ତିକି ତମର୍ ଉପ୍ରେ ବଜ୍ ନ ଅଇକରି, ଏଟାର୍ପାଇ ଦିନ୍ ରାତି କସ୍ଟ ପାଇ ପର୍ମେସରର୍ ସୁବ୍କବର୍ ତମ୍କେ ଜାନାଇରଇଲୁ ।
ସେଟାକେ ଚାଡି କିରତେରଇବା ଆମର୍ ସବୁ ବିସ୍ବାସି ବାଇବଇନିମନ୍, ଦରମ୍ କାମ୍ କର୍ବାଟା ନ ଚାଡିକରି, ପାଇଟିକାବାଡ୍ କର୍ତେରଅତ୍ । ସେନ୍ତାରି କଲେ, ଅବାବେ ରଇଲା ଲକ୍ମନ୍କେ ଦେଇପାର୍ବାଇ । ଆରି ବିସ୍ବାସିମନ୍ ବେକାର୍ ଜିବନ୍ ନ ବିତାଅତ୍ ।