13 ଏ ସବୁ ଗଟ୍ନା ଆଇଲେ ମିସା ମୁଇ ମୁର୍ଚିକରି ରଇବାକେ ସିକ୍ଲିଆଚି । କାଇକେବଇଲେ, କିରିସ୍ଟ ମକେ ବପୁ ଦେଲାନି ।
ଜିସୁ କଇଲା, “ଇଣ୍ଡି ଇଣ୍ଡି ଆଉ ।” ପିତର୍ ଡଙ୍ଗାଇଅନି ବାରଇ, ପାନି ଉପ୍ରେ ଇଣ୍ଡି ଇଣ୍ଡି ଜିସୁର୍ ବାଟେ ଆଇବାର୍ ଦାର୍ଲା ।
ଜଦି ତମେ ମର୍ସଙ୍ଗ୍ ମିସିକରି ରଇସା ଆରି ମର୍ ବାକିଅ ତମର୍ ମନେ ରଇସି, ତମେ ମନ୍କରି କାଇ ବିସଇ ମାଙ୍ଗ୍ସା ବଇଲେ ସେଟା ମିଲାଇସା ।
ମୁଇ ପାର୍ତନା କଲିନି ଜେନ୍ତିକି ସେ ତାର୍ ନ ସାର୍ବା ମଇମାଇଅନି, ତାର୍ ଆତ୍ମା ତମ୍କେ ବପୁ ଦେଇସି, ଜେନ୍ତିକି ତମର୍ ମନ୍ ଡାଟ୍ ଅଇସି ।
ସାରାସାରି ପଚେ, ମାପ୍ରୁର୍ ଟାନେ ମିସିକରି ତାର୍ ବପୁପାଇକରି ଡାଟ୍ଅଇରୁଆ ।
ତାର୍ ବଡ୍ ବପୁସଙ୍ଗ୍ ନିଜେ ବପୁଅଇ ତମେ ସାର୍ଦାସଙ୍ଗ୍ ମୁର୍ଚିକରି ରଇପାର୍ସା ।
ଆମର୍ ମାପ୍ରୁ ଜିସୁ କିରିସ୍ଟକେ ମୁଇ ଦନିଅବାଦ୍ ଦେଲିନି । ସେ ମକେ ବପୁ ଦେଲାଆଚେ । ତାର୍ ମୁଆଟେ ଗଟେକ୍ ବିସ୍ବାସ୍ ସଙ୍ଗ୍ ରଇବା ଗତି ଦାଙ୍ଗ୍ଡା ଇସାବେ ଏଜ୍ଲା ଆରି ତାକେ ସେବା କର୍ବାକେ ମକେ ବାଚ୍ଲା ।