ପିଲିପିୟ 3:18 - ସତିଅର୍ ବାଟ୍ ନୁଆ ନିୟମ୍ 202018 କାଇକେ ବଇଲେ ମୁଇ ତମ୍କେ ଆଗ୍ତୁ କେତେତର୍ କଇ ସାରାଇଆଚି, ଆରି ଏବେ ବେସି ଦୁକର୍ ସଙ୍ଗ୍ କାନ୍ଦିକରି କଇଲିନି, ବେସି ଲକ୍ କିରିସ୍ଟର୍ ବିରଦି ଇସାବେ ଚଲାଚଲ୍ତି କର୍ବାଇ । Faic an caibideil |
ତାକର୍ ପାପର୍ ଗୁନ୍ଚଲନ୍ ଇସାବେ ଚଲାଚଲ୍ତିକରି ଲାଜର ବିସଇ କର୍ବା ଲକ୍ମନ୍କେ ସେ ବେସି ବଡ୍ ଡଣ୍ଡ୍ ଦେଇସି । ତାକର୍ ଉପ୍ରେ ସାସନ୍ କର୍ବାକେ ପର୍ମେସରର୍ ଜନ୍ ଅଦିକାର୍ ଆଚେ, ସେଟା ସେମନ୍ ନିଚ୍ଲାଇନି । ଏନ୍ତାରି ମିଚ୍ ସିକାଉ ଆଁକ୍ରିଆମନ୍, ନିଜର୍ ମନ୍କେ ଆଇଲାଟା କର୍ବାକେ ଡରତ୍ ନାଇ । ସର୍ଗେ ମଇମାସଙ୍ଗ୍ ରଇବାଟାମନ୍କେ ମିସା ନିନ୍ଦା କର୍ବାଇ ।
ସେମନ୍ ସମ୍ଦୁରର୍ ଲଅଡି ଜେନ୍ତି ପେପୁଲ୍ ବାର୍କର୍ସି, ସେ ପେପୁଲ୍ପାରା ତାକର୍ ଲାଜର୍ ଚଲାଚଲ୍ତି ଡିସ୍ସି । ଆକାସର୍ କେତେକ୍ କେତେକ୍ ତାରାମନ୍ ଜେନ୍ତି ତାକର୍ ପାଇ ରଇବା ଜାଗାଇ ନ କିନ୍ଦ୍ରିକରି ବିନ୍ବାଟେ ବୁଲ୍ତେରଇବାଇ, ସେମନ୍ ସମାନ୍ ସେନ୍ତାରିସେ । ପର୍ମେସର୍ ସେମନର୍ପାଇ ଗଟେକ୍ ବଡ୍ ଗଇରି ରଇବା ଆନ୍ଦାରର୍ ଜାଗା ସଙ୍ଗଇଆଚେ । ଜନ୍ତିକି ସେମନ୍ ସବୁଦିନର୍ପାଇ ରଇବାଇ ।