Biblia Todo Logo
Bìoball air-loidhne

- Sanasan -




ପିଲିପିୟ 2:27 - ସତିଅର୍‌ ବାଟ୍‌ ନୁଆ ନିୟମ୍‌ 2020

27 ଉଁ, ସେ ମର୍‌ବା ଉପ୍‌ରେ ରଇଲା । ଆରି ପର୍‌ମେସର୍‌ ତାକେ ଦୟାକଲା । ଅବ୍‌କା ତାକେସେ ନାଇ, ମାତର୍‌ ଜେନ୍ତିକି ମର୍‌ପାଇ ଦୁକ୍‌ଉପ୍‌ରେ ଦୁକ୍‌ ନ ଆସ ବଲି ମକେ ମିସା ଦୟାକଲା ।

Faic an caibideil Dèan lethbhreac




ପିଲିପିୟ 2:27
23 Iomraidhean Croise  

ତାର୍‌ ଲକ୍‌ବାକ୍‌ମନ୍‌ ଟାବିତାର୍‌ ମଲାମଡ୍‌ ପାନିଦୁଆଇଲାଇ ଆରି ଲୁଗା ସଙ୍ଗ୍‍ ଗୁଡିଆଇ ଉପର୍‌ ତାଲାର୍‌ ବାକ୍‌ରାଇ ସୁଆଇଦେଲାଇ ।


ଆମ୍‌କେ ପରିକା ଜାଇ ପରିକା ଆଇସି, ସେଟା ନୁଆ ବିସଇ ନଏଁ । କାଇକେବଇଲେ ସବୁବେଲେ ଏନ୍ତାରି ଲକ୍‌ମନ୍‌କେ ପରିକା ଆଇତେରଇସି । ମାତର୍‌ ପର୍‌ମେସର୍‌ ତାର୍‌ କାତାଇ ଡାଟ୍‌ ଆଚେ । ଆମ୍‌କେ ମୁର୍‍ଚି ନାପାର୍‌ଲା ପାରା ପରିକା ଅଇବାକେ ସେ ନ ଦେଏ । ପରିକା ଆଇବାବେଲେ ସେ ଆମ୍‌କେ ବପୁ ମିସା ଦେଇସି ଆରି ତେଇ ଅନି ରକିଆ ପାଇବା ବାଟ୍‌ ଦେକାଇସି ।


ଏବେ ତମେ ତାକେ କେମା ଦେଇକରି ସାଆସ୍‌ ଦେବାର୍‌ ଆଚେ । ସେନ୍ତାରି ନ କଲେ, ସେ ବେସି ଦୁକ୍‌ ଅଇକରି ତାର୍‌ ମନ୍‌ ବାଙ୍ଗିଜାଇସି ।


କାଇକେ ବଇଲେ ସେ ତମ୍‌କେ ଦେକ୍‌ବାକେ ବେସି ମନ୍‍ କଲାନି । ଆରି ତାକେ ବେମାର୍‌ ଦାରାଇ ଅଇଆଚେ ବଲିକରି ତମେ ସୁନିକରି ଦାନ୍ଦାପାନ୍ଦା ଅଇରଇଲାସ୍‌ ବଲି ସେ ଜାନିରଇଲା ।


ତେବର୍‌ପାଇ ମୁଇ ତାକେ ଆରିତରେକ୍‌ ବେସି ସାର୍‌ଦା ସଙ୍ଗ୍‍ ପାଟାଇଲିନି । ଜେନ୍ତିକି ତମେ ତାକେ ଆରିତରେକ୍‌ ଦେକି ସାର୍‌ଦା ଅଇସା ଆରି ମୁଇ ମିସା ଦୁକ୍‌ ନ କରି ।


କାଇକେବଇଲେ କିରିସ୍‌ଟର୍‌ ଲାଗି ବଲିକରି ସେ ତାର୍‌ ଜିବନ୍‌ ବିପଦେ ପାକାଇଲା । ଆରି ତମେ ମର୍‌ଲାଗି ବଲିକରି ସେବାକାମେ ଜାଇଟାସବୁ ଉନା ଅଇଲାଆଚେ, ସେଟା ସବୁଜାକ ସେ ପୁରାପୁରୁନ୍‌ କଲା ।


Lean sinn:

Sanasan


Sanasan