Biblia Todo Logo
Bìoball air-loidhne

- Sanasan -




ପିଲିପିୟ 1:24 - ସତିଅର୍‌ ବାଟ୍‌ ନୁଆ ନିୟମ୍‌ 2020

24 ମାତର୍‌ ତମର୍‌ପାଇ ମୁଇ ଜିଇକରି ରଇବାଟା ବେସି ମୁକିଅ ବିସଇ ।

Faic an caibideil Dèan lethbhreac




ପିଲିପିୟ 1:24
5 Iomraidhean Croise  

ମୁଇ ତମ୍‌କେ ସତ୍‌କାତା କଇଲିନି, ମୁଇ ଉଟିଜିବା ବିସଇ ତମର୍‌ ପାଇ ଗଟେକ୍‌ ମଙ୍ଗଲର୍‌ ବିସଇ ଅଇସି । କାଇକେ ବଇଲେ ମୁଇ ନ ଗାଲେ ସାଇଜକାରିଆ ତମର୍‌ଟାନେ ନ ଆସେ, ମୁଇ ଗାଲେ ତାକେ ତମର୍‌ଟାନେ ପାଟାଇଦେବି ।


ମୁଇ ଜିଇରଇଲେ, କିରିସ୍‌ଟର୍‌ପାଇ ନିକ ସଙ୍ଗ୍‍ କାମ୍‌ କରିଅଇସି । ମାତର୍‌ ମଲେ ନିକ କି ଜିଇରଇଲେ ନିକ ବଲି ଜାନି ନାପାର୍‌ଲିନି ।


ଏ ଦୁଇଟା ବିତ୍‌ରେ କାଇଟା କର୍‌ବି ବଲି ଜିକାଟାନା ଅଇଲିନି । ଏ ଜିବନ୍‌ ଚାଡି ସର୍‌ଗେ କିରିସ୍‌ଟର୍‌ ସଙ୍ଗ୍‍ ରଇବାକେ ମୁଇ ମନ୍‍ କଲିନି । କାଇକେବଇଲେ ସେଟା ଅଦିକ୍‌ ନିକ ।


Lean sinn:

Sanasan


Sanasan