ଏପିସିୟ 4:12 - ସତିଅର୍ ବାଟ୍ ନୁଆ ନିୟମ୍ 202012 ପର୍ମେସରର୍ ଲକ୍ମନ୍ ଜେନ୍ତାରି କି ତାକେ ସେବା କରିପାରତ୍, ତାର୍ଲାଗି ଏ ସବୁ ଦାନ୍ ତାର୍ ଲକ୍ମନ୍କେ ଦେଲା । ଏନ୍ତାରି ଅଇ କିରିସ୍ଟର୍ ଗାଗଡ୍ ପାରା ଅଇବା ବିସ୍ବାସିମନ୍ ବପୁ ଅଇ ସିଦ୍ ଅଅତ୍ । Faic an caibideil |
ଏ ବାଇବଇନିମନ୍, ମର୍ କଇବା କାତା ଅଇଲାନି, ତମେ ଉପାସନା କର୍ବାକେ ରୁଣ୍ଡ୍ଲା ବେଲାଇ ଏନ୍ତାରି କରା । ତମର୍ ବିତ୍ରେଅନି କାକେ କାକେ ଗିତ୍ ଆଚେ, କାକେ କାକେ, ସିକିଆ ଦେବାଟା ଆଚେ, ଆରି କାକେ କାକେ ପର୍ମେସରର୍ ଟାନେ ଅନି କାତା ପାଇ, ସେଟା ଜାନାଇବାଟା ଆଚେ, କି ନାଜାନ୍ଲା ବାସାଇ କାତା କଇବାଟା ଆଚେ, ଆରି କାକେ କାକେ ନାଜାନ୍ଲା ବାସାଇ କଇଲା କାତାର୍ ଅରତ୍ ବୁଜାଇବା ବପୁ ଆଚେ, ଏନ୍ତି କାଇଟା ନଇଲେ କାଇଟା ଆଚେ । ଏଟା ସବୁ ଅଇସି, ତେବେ ମଣ୍ଡଲିର୍ ବିସ୍ବାସି ମନର୍ ବିସ୍ବାସ୍ ଡାଁଟ୍ ଅଇସି ।
ତମର୍ ମୁକିଅ ଲକ୍ମନର୍ କାତା ମାନିକରି ଆଦେସ୍ ଦେଲାଟା କରା । ସେମନ୍ ଜାଗୁଆଲ୍ମନର୍ ପାରା ନ ତାକିକରି ତମର୍ ଆତ୍ମାମନ୍କେ ଜତନ୍ କଲାନି । କାଇକେବଇଲେ ସେମନ୍କେ ତାକର୍ କରିରଇବା କାମ୍ ପର୍ମେସର୍ କେ ଇସାବ୍ ଦେବାକେ ପଡ୍ସି । ତମେ ଜଦି ତାକର୍ କାତା ମାନ୍ସା, ସେମନ୍ ସାର୍ଦା ସଙ୍ଗ୍ ସେବା କାମ୍ କର୍ବାଇ । ତମେ ତାକର୍ କାତା ନ ମାନ୍ଲେ, ସେମନ୍ ଦୁକ୍ ଅଇବାଇ । ତେବେ ତମ୍କେ କାଇ ସାଇଜ ନଏଁ ।