ଏପିସିୟ 1:1 - ସତିଅର୍ ବାଟ୍ ନୁଆ ନିୟମ୍ 20201 ମୁଇ ପାଉଲ୍ ପର୍ମେସରର୍ ମନ୍ କଲା ଇସାବେ କିରିସ୍ଟ ଜିସୁର୍ ଗଟେକ୍ ପେରିତ୍ ସିସ୍ ଅଇ ବାଚି ଅଇଆଚି । ଜିସୁ କିରିସ୍ଟର୍ ସଙ୍ଗ୍ ମିସିକରି ବିସ୍ବାସ୍ସଙ୍ଗ୍ ଜିଉନା କାଉନା କର୍ତେ ରଇବା ଏପିସିୟର୍ ବିସ୍ବାସିମନର୍ ଲଗେ ଏ ଚିଟି ଲେକ୍ଲିନି । Faic an caibideil |
ସେଟାର୍ପାଇ ମୁଇ ତିମତିକେ ତମର୍ ଲଗେ ପାଟାଇ ଆଚି । ମୁଇ ତାକେ ଆଲାଦ୍ କଲିନି । ସେ ମର୍ ନିଜର୍ ପିଲା ପାରା ଆରି ମାପ୍ରୁର୍ ସେବାକାମେ ସବୁ ନିକସଙ୍ଗ୍ କର୍ସି । ଜେଡ୍କିବେଲେ ସେ ତମର୍ଟାନେ ଆଇସି, କିରିସ୍ଟର୍ତେଇ ମିସ୍ଲାର୍ ପାଇ ବଲି ମୁଇ କେନ୍ତି ଚଲାଚଲ୍ତି କଲିନି, ସେ ବିସଇନେଇ ସେ ତମ୍କେ କଇସି । ସେ ସମାନ୍ ବିସଇ, ସବୁ ମଣ୍ଡଲିର୍ ବିସ୍ବାସିମନ୍କେ ମୁଇ ସିକାଇଲିନି ।