19 ପିର୍ସିଲାକେ ଆରି ଆକିଲାକେ ଜୁଆର୍ ଜାନାଆ । ଆରି ଅନିସିପରର୍ କୁଟୁମ୍କେ ମିସା ମର୍ ଜୁଆର୍ ଜାନାଆ ।
ତମେ ଜଦି ନିଜର୍ ନିଜର୍ ବାଇମନ୍କେସେ ଜୁଆର୍ କର୍ସା, ତେବେ ଆରି ଅଦିକ୍ କାଇଟା କଲାସ୍ନି ? ବିସ୍ବାସ୍ ନକଲା ଲକ୍ମନ୍ ମିସା ସେଟା କର୍ବାଇ ।
ପାଉଲ୍ କରନ୍ତିତେଇ ବିସ୍ବାସି ବାଇମନ୍ ସଙ୍ଗ୍ ବେସି ବେଲା ଜାକ ରଇଲା । ତାର୍ପଚେ ସେମନ୍କେ ଚାଡି ପିରିସ୍କିଲା ଆରି ଆକିଲାର୍ ସଙ୍ଗ୍, ସିରିଆ ଜିବାକେ ପାନିଜାଜେ ବାଟ୍ ଦାର୍ଲାଇ । ସେକେରିଆଅନି ଜିବାଟା ଆରାମ୍ କର୍ବା ଆଗ୍ତୁ ତାକର୍ ଗଟେକ୍ ମାନତ୍ ଇସାବେ ପାଉଲ୍ ମୁଣ୍ଡ୍ କୁରାଇଅଇଲା ।
ତେଇ ପନ୍ତସ୍ତେଇ ଜନମ୍ କରିରଇବା ଆକିଲା ନାଉଁର୍ ଗଟେକ୍ ଜିଉଦିକେ ବେଟ୍ ଅଇଲା । ବଡ୍ ସାସନ୍କାରିଆ କଲଡିଅସ୍, ସବୁ ଜିଉଦିକେ ରମ୍ ଦେସ୍ ଚାଡ୍ବାକେ ଆଦେସ୍ ଦେଇରଇଲା । ସେଟାର୍ପାଇ, ସେ ଅଲପ୍ ଦିନ୍ ଆଗ୍ତୁ ତାର୍ ମାଇଜି ପିରିସ୍କିଲାର୍ ସଙ୍ଗ୍ ଇଟାଲିଅନି ଆସିରଇଲା ।
ପାର୍ତନା ଗରେ ସେ ନ ଡର୍ତେ ସିକିଆ ଦେବାକେ ଲାଗ୍ଲା । ତାର୍ ସିକିଆ ସୁନି ପିରିସ୍କିଲା ଆରି ଆକିଲା ତାକର୍ ନିଜର୍ ଗରେ ଡାକିନେଲାଇ ଆରି ତେଇ ପରମେସରର୍ ବାଟ୍ ବିସଇ ଅଦିକ୍ ବୁଜାଇଦେଲାଇ ।
ଆସିଆ ଦେସର୍ ମଣ୍ଡଲିମନ୍ ତମ୍କେ ଜୁଆର୍ ଜାନାଇଲାଇନି । ଆକିଲା, ପିରିସ୍କିଲା ଆରି ସେମନର୍ ଗରେ ଉପାସନା କର୍ତେରଇବା ମଣ୍ଡଲି ମାପ୍ରୁର୍ ନାଉଁ ଦାରି ତମ୍କେ ତାକର୍ ମନ୍ ବିତ୍ରେ ଅନି ଜୁଆର୍ ଜାନାଇଲାଇନି ।