15 ତୁଇ ମିସା ତାର୍ଟାନେଅନି ଜାଗ୍ରତ୍ ରଅ । ସେ ଆମର୍ ସିକିଆ ଡାଟ୍ ସଙ୍ଗ୍ ବିରଦ୍ କରିରଇଲା ।
କୁକୁର୍ମନର୍ ପାରା ରଇବା ସେନ୍ତାରି ଲକ୍ମନର୍ ଟାନେଅନି ଜାଗର୍ତା ରୁଆ । କାଇକେବଇଲେ ସେମନ୍ କାରାପ୍ ବିସଇ କଲାଇନି । ବିସ୍ବାସି ଅଇବା ମନସ୍ ପିଲାମନ୍ ସବୁ ସୁନତ୍ ଅଇବାର୍ ଆଚେ ବଲି କଇଲାଇନି ।
ଆଗର୍ କାଲେ ଜେନ୍ତାରିକି, ଜୁନସ୍ ଆରି ଜମ୍ବିରିସ୍ ମସାର୍ ବିରୁଦେ ଉଟ୍ଲାଇ, ସେନ୍ତାରିସେ ଏ ସିକାଉମନ୍ ମିସା ସତ୍କେ ବିରଦ୍ କଲାଇନି । ସେମନର୍ ମନ୍ କରାପ୍ ଅଇଆଚେ । ଆରି ବିସ୍ବାସର୍ କାତା ଉଟ୍ଲେ ତାକର୍ଟା ଚୁଚାଇସେ ।
କଁସ୍ କାମ୍ କରୁ ଆଲେକ୍ଜାଣ୍ଡେର୍ ମକେ ବେସି ଅନିଆଇ କରି ଆଚେ । ସେ କଲା କାମର୍ପାଇ ମାପ୍ରୁ ତାକେ ବେସି ଡଣ୍ଡ୍ ଦେଇସି ।
ମୁଇ ପର୍ତୁମ୍ତର୍ ନିଜ୍କେ ରକିଆ କର୍ବାକେ ବିଚାର୍ନା ଜାଗାଇ ଗାଲାବେଲେ, ମର୍ବାଟେ ଅଇକରି ସାକି ଦେବାକେ କେ ନ ରଇଲାଇ । ତାର୍ ବାଦୁଲେ ସବୁଲକ୍ ମକେ ଚାଡିଦେଲାଇ । ଏ କାମର୍ପାଇ ସେମନ୍କେ ପର୍ମେସର୍ ଡଣ୍ଡ୍ ନ ଦେଅ ।