12 ତିକିକସ୍କେ ମୁଇ ଏପିସିଅ ପାଟାଇଆଚି ।
ସେମନ୍ ଏପିସିସ୍ତେଇ କେଟ୍ଲା ପଚେ ପାଉଲ୍ ପିରିସ୍କିଲା ଆରି ଆକିଲାକେ ପାଟାଇଦେଲା । ତେଇ ସେ ପାର୍ତନା ଗରେ ଜାଇ ଜିଉଦିମନର୍ ସଙ୍ଗ୍ କାତାବାର୍ତା ଅଇଲା ।
ଜିବା ବେଲାଇ ସେ ସେମନ୍କେ କଇଲା, “ଜଦି ପରମେସର୍ ମନ୍ କଲେ, ତମର୍ ଲଗେ ବାଉଡି ଆଇବି ।” ତାର୍ ପଚେ ସେ ଏପିସେ ଅନି ଜାଜେ ଚଗି ଗାଲା ।
ଆପଲ୍ କରନ୍ତିଏ ରଇଲାବେଲେ, ପାଉଲ୍ ସେ ରାଇଜର୍ ଉପର୍ ବାଗେ ବୁଲି ସାରାଇ, ଏପିସିଏ କେଟ୍ଲା । ତେଇ ସେ କେତେଟା ସିସ୍ମନ୍କେ ବେଟ୍ ଅଇଲା ।
“ପର୍ମେସରର୍ ରାଇଜ୍ ବିସଇ ଜାନାଇବାକେ ମୁଇ ତମର୍ ସବୁ ଲକର୍ ଲଗେ ଜାଇଆଚି । ଏବେ ମୁଇ ଜାନିଆଚି, ତମର୍ ବିତ୍ରେଅନି କେମିସା ମର୍ ମୁଁ କେବେ ଦେକି ନାପାରାସ୍ ।
ବେରିଆତେଇ ରଇବା ପୁରର୍ ପଅ ସପାତର୍, ତେସ୍ଲନିକିୟ ଆରିସ୍ତାକସ୍ ଆରି ସେକୁଦ୍, ଦର୍ବିର୍ ଗାୟ, ଏସିଆ ଦେସର୍ ତୁକିକ୍, ତର୍ପିମ୍ ଆରି ତିମତି ।
ତକିକସ୍ ଜେ କି ଆମର୍ ଆଲାଦର୍ ବାଇ, । ସେ ମାପ୍ରୁକେ ବିସ୍ବାସ୍ ସଙ୍ଗ୍ ସେବା କଲାନି । ମୁଇ କେନ୍ତି ଆଚି ଆରି କାଇଟା କଲିନି, ସେ ସବୁ ବିସଇ ତମ୍କେ କଇଦେଇସି ।
ଆମ୍କେ ଗଟ୍ବା ବିସଇ ସବୁ ତମେ ଜାନିରୁଆ ବଲିକରି ମୁଇ ତାକେ ତମର୍ଟାନେ ପାଟାଇଲିନି । ଆରି ସେ ତମ୍କେ ସାର୍ଦା କରାଇସି ।
ତୁକିକ କଲସିଅ ଆଇଲାବେଲେ ମକେ କାଇକାଇଟା ଗଟ୍ଲାନି ବଲି ତମ୍କେ କଇଦେଇସି । ସେ, ମୁଇ ବେସି ଆଲାଦ୍ କର୍ବା ଗଟେକ୍ ବିସ୍ବାସି ବାଇ । ସେ ବିସ୍ବାସ୍ ସଙ୍ଗ୍ କାମ୍ କର୍ସି ଆରି ମର୍ ସଙ୍ଗ୍ ମାପ୍ରୁକେ ସେବା କର୍ସି ।
ମୁଇ ମାକିଦନିଆଇ ଜିବା ଆଗ୍ତୁ ତମ୍କେ ଏପିସିଅତେଇ ରୁଆ ବଲି କଇରଇଲି । ତେଇ ଜନ୍ ଲକ୍ମନ୍ ବୁଲ୍ ସିକିଆ ସବୁ ଦେଲାଇନି, ସେମନ୍କେ ବୁଲ୍ ସିକିଆ ଦେବାଟା ବନ୍ଦ୍ କର୍ବାକେ ଆଦେସ୍ ଦିଆସ୍ ବଲି ମୁଇ ତମ୍କେ କଇରଇଲି ।
ତକେ ସାଇଜ କର୍ବାକେ ମୁଇ ଆର୍ତେମସ୍କେ ନଇଲେ ତେକିକସ୍କେ ପାଟାଇବି । ଆକର୍ ବିତ୍ରେ କେ ଆଲେ ଆଇଲେ, ତୁଇ ତେଇଅନି ବାରଇ ନିକପଲି ନଅରେ ମକେ ବେଟ୍ ଅଇବାକେ ଆଉ । କାଇକେବଇଲେ ସିତ୍ମାସ୍ ସାର୍ବାଜାକ ତେଇ ରଇବାକେ ମୁଇ ମନ୍ କଲିନି ।