11 ଲୁକ୍ ଗଟେକ୍ ଲକ୍ସେ ମର୍ସଙ୍ଗ୍ ଆଚେ । ତୁଇ ଆଇଲାବେଲେ ମାର୍କକେ ତର୍ ସଙ୍ଗ୍ ଡାକିଆନ୍ । କାଇକେବଇଲେ ଇତି ରଇଲାବେଲେ ମର୍ କାମେ ସେ ସାଇଜ କର୍ସି ।
ଏବେ ଜନ୍ ଲକ୍ମନ୍ ଆଗ୍ତୁ ଆଚତ୍, ସେମନର୍ ବିତ୍ରେଅନି ବେସି ଲକ୍ ପଚେ ଅଇଜିବାଇ । ଆରି ଜନ୍ ଲକ୍ମନ୍ ପଚେ ଆଚତ୍, ସେମନର୍ ବିତ୍ରେ ଅନି ବେସି ଲକ୍ ଆଗ୍ତୁ ଅଇଜିବାଇ ।”
ଜିସୁ ଏ କାତା କଇସାରାଇ କଇଲା, “ଜନ୍ ଲକ୍ମନ୍ ଏବେ ପଚେ ଆଚତ୍ ସେମନ୍, ଆଗ୍ତୁ ଅଇବାଇ । ଆରି ଜନ୍ ଲକ୍ମନ୍ ଆଗ୍ତୁ ଆଚତ୍ ସେମନ୍ ପଚେ ସେ ରଇଜିବାଇ ।”
ଆରି ଦେକା, ସାରାସାରି ରଇଲା ଲକ୍ ଆଗ୍ତୁ ଅଇବାଇ ଆରି ଆଗ୍ତୁ ରଇବା ଲକ୍ମନ୍ ପଚେ ଅଇଜିବାଇ ।”
ନିଜର୍ ବିସଇ ଜାନିକରି ସେ ଜଅନ୍ ମାର୍କର୍ ଆୟା ମରିୟମର୍ ଗରେ ଗାଲା । ତେଇ ବେସି ବିସ୍ବାସିମନ୍ ରୁଣ୍ଡିକରି ପିତରର୍ ପାଇ ପାର୍ତନା କର୍ତେ ରଇଲାଇ ।
ଜିଉଦା ଦେସର୍ ବିସ୍ବାସିମନ୍କେ ଡାବୁ ଦେଇ ସାରାଇକରି ବର୍ନବା ଆରି ସାଉଲ୍, ଆନ୍ଟିଅକିଆଇ ଆଇଲାଇ । ଜଅନ୍ ଆରି ମାର୍କକେ ମିସା ସେମନ୍ ସଙ୍ଗ୍ ନେଇ ଜିରୁସାଲମେ ବାଅଡ୍ଲାଇ ।
ଜଅନ୍ ମାର୍କକେ ମିସା ତାକର୍ ସଙ୍ଗ୍ ନେବାକେ ବର୍ନବା ମନ୍ କଲା ।
ଏ ବିସଇ, ବେସି କୁଆବଲା ଅଇଲାଇ ଆରି ସେମନ୍ ବିନେ ଅଇଲାଇ । ବର୍ନବା ଜଅନ୍ମାରକକେ ନେଇ ସାଇପରସେ ଜିବା ପାନିଜାଜେ ଚଗ୍ଲାଇ ।
ପାଉଲ୍ ଏ ଦର୍ସନ୍ ଦେକ୍ଲା ଦାପ୍ରେ, ମାସିଦନିଆଇ ଜିବାକେ ଆମେ ତିଆର୍ ଅଇଲୁ, କାଇକେବଇଲେ ଆମେ ନିକ ସଙ୍ଗ୍ ଜାନ୍ଲୁ, ପର୍ମେସର୍ ତେଇର୍ ଲକ୍ମନର୍ ବିତ୍ରେ, ସୁବ୍ କବର୍ ଜାନାଇବାକେ ଆମ୍କେ ଡାକ୍ଲା ଆଚେ ।
ଆରିସ୍ତାକସ୍ ତାର୍ ଜୁଆର୍ ଜାନାଇଲାନି । ସେ ମର୍ ସଙ୍ଗ୍ ବନ୍ଦିଗରେ ଆଚେ । ବର୍ନବାର୍ ମେଏନାବାଇ ମାର୍କ ମିସା ଜୁଆର୍ ଜାନାଇଲାନି । ମାର୍କର୍ ବିସଇ ତମେ ସୁନିସାରାଇ ଆଚାସ୍ । ସେ ତମର୍ ଲଗେ ଆଇଲେ ତାକେ ଡାକି ନିଆ ।
ଆମର୍ ଆଲାଦର୍ ନିଜେ ଅସଦେଉ ଲୁକ ଆରି ଦିମା ତମ୍କେ ଜୁଆର୍ ଜାନାଇଲାଇନି ।
ଆସିଆ ଦେସେ ରଇବା ବେସି ବିସ୍ବାସିମନ୍ ମକେ ଚାଡିକରି ଗାଲାଇ ଆଚତ୍ ବଲି ତୁଇ ଜାନିଆଚୁସ୍ । ତେଇ ପୁଗେଲ୍ ଆରି ଅର୍ମଗେନା ମିସା ମକେ ଚାଡି ଉଟିଗାଲାଇ ।
ଜେ ନିଜ୍କେ ସବୁ ରକାମର୍ ପାପେଅନି ଜାଗ୍ରତ୍ କରିରଇସି, ମାପ୍ରୁ ସେମନ୍କେ ନିକ କାମର୍ପାଇ ବାଇସି । କାଇକେବଇଲେ, ସେ ଦେକ୍ବା ଇସାବେ, ସେମନ୍ ନିକ ଲକ୍ ଆରି ସବୁ ରକାମର୍ ଦରମ୍ କାମର୍ପାଇ ନିଜେ ସର୍ପି ଅଇଲାଇ ଆଚତ୍ ।
ସେନ୍ତାରିସେ, ମର୍ ସଙ୍ଗର୍ କାମ୍ କରୁମନ୍ ମାର୍କ, ଆରିସ୍ତାକସ୍, ଦିମା ଆରି ଲୁକ୍ ମିସା ।
ବାବିଲନେ ରଇବା ତମର୍ ବିସ୍ବାସି ବାଇବଇନିମନ୍ ତାକର୍ ଜୁଆର୍ ଜାନାଇଲାଇନି । ପର୍ମେସର୍ ସେମନ୍କେ ବାଚ୍ଲାଆଚେ । ମାର୍କ ଜାକେ କି ମର୍ ପଅ ଇସାବେ ଦେକ୍ଲିନି, ସେମିସା ତାର୍ ଜୁଆର୍ ଜାନାଇଲାନି ।