୨ୟ ତିମତି 4:10 - ସତିଅର୍ ବାଟ୍ ନୁଆ ନିୟମ୍ 202010 କାଇକେବଇଲେ ଦିମା ଏବେ ମକେ ଚାଡିକରି ତେସଲନିକି ଗାଲାଆଚେ । ସେ ଏ ଜଗତର୍ ବିସଇ ଅଦିକ୍ ମନ୍ କଲାନି । କର୍ସିନ୍ ଗାଲାତିଆଇ ଗାଲା, ଆରି ତିତସ୍ ଦୁଲ୍ମତି ଗାଲା । Faic an caibideil |
କାଇକେବଇଲେ ଜନ୍ ଲକ୍ମନ୍ ଡାବୁ ଆସାକରି ଆଚତ୍, ସେ ଡାବୁ ମିଲାଇବାକେ ବିନ୍ ବିନ୍ ରକାମର୍ କାରାପ୍ ବିସଇ କର୍ବାକେ ମନ୍ କର୍ବାଇ । କେତେଲକ୍ କିରିସ୍ଟର୍ ବିସଇଟାନେ ରଇବା ସିକିଆ ବିସ୍ବାସ୍ କର୍ବାଟା ଦିରେ ଦିରେ ଚାଡିଦେଇଆଚତ୍ । କାଇକେବଇଲେ ସେମନ୍ ଡାବୁ ମନ୍କଲାଇ ଆରି ନିଜେ ବୁସିଅଇଲା ଲକ୍ପାରା ବେସି ରକାମ୍ ଦୁକ୍ କସ୍ଟେ ପଡ୍ଲାଇଆଚତ୍ ।
ଏ ଜିବନର୍ ବିସଇନେଇ ଜେତ୍କି ଲକ୍ମନ୍ ସାଉକାର୍ ଅଇ ଆଚତ୍, ବିନ୍ ଲକ୍ମନର୍ଟାନେଅନି ସେମନ୍ ନିକ ବଲି ନ ବାବ୍ବାକେ ତିଆର୍ । ଦନ୍ ସଁପତି ଉପ୍ରେ ବେସି ଆସା କର୍ବାର୍ ନାଇ ବଲି ସେମନ୍କେ ସିକା । କାଇକେବଇଲେ ଡାବୁ ଦାପ୍ରେ ମାୟାଅଇଜାଇସି । ତାର୍ ବାଦୁଲେ ସେମନ୍କେ ଲଡାକେ ଲାଗ୍ବା ବିସଇ ସବୁ ଦେବାକେ ପର୍ମେସରର୍ଟାନେ ଆସା ରକ୍ବାକେ ସିକାଇଦେସ୍ । ସେ ଆକା ଆମର୍ପାଇ କାଇଟା ନ ଦେକି, ସବୁ ବିସଇ ସାର୍ଦା କର୍ବାକେ ଦେଇସି ।