୨ୟ ତିମତି 3:8 - ସତିଅର୍ ବାଟ୍ ନୁଆ ନିୟମ୍ 20208 ଆଗର୍ କାଲେ ଜେନ୍ତାରିକି, ଜୁନସ୍ ଆରି ଜମ୍ବିରିସ୍ ମସାର୍ ବିରୁଦେ ଉଟ୍ଲାଇ, ସେନ୍ତାରିସେ ଏ ସିକାଉମନ୍ ମିସା ସତ୍କେ ବିରଦ୍ କଲାଇନି । ସେମନର୍ ମନ୍ କରାପ୍ ଅଇଆଚେ । ଆରି ବିସ୍ବାସର୍ କାତା ଉଟ୍ଲେ ତାକର୍ଟା ଚୁଚାଇସେ । Faic an caibideil |
ଏ ଆଲାଦର୍ ବାଇବଇନିମନ୍, ଜଦି କେ ମିସା ପର୍ମେସରର୍ ଆତ୍ମା ମର୍ଟାନେ ଆଚେ, ବଲି କଇବା ଲକ୍ମନର୍ କାତା ବିସ୍ବାସ୍ କର୍ବାର୍ ନାଇ । ମାତର୍ ସେନ୍ତାରି ଲକର୍ଟାନେ ସତଇସେ ପର୍ମେସରର୍ ଆତ୍ମା ଆଚେ କି ନାଇ ଜାନ୍ବାକେ ମନ୍ଦିଆନ୍ ଦେଇ ସେ କଇବା କାତା ପରିକା କର୍ବାର୍ ଆଚେ । କାଇକେବଇଲେ ମିଚ୍ କାତା ସିକାଉମନ୍ ବେସି ଲକ୍ ବାରଇଆଚତ୍ । ପର୍ମେସରର୍ ଟାନେଅନି ମିଲାଇଲା କବର୍ ବଲି ସବୁବାଟେ ଗାଲାଇ ଆଚତ୍ ।