୨ୟ ତିମତି 3:14 - ସତିଅର୍ ବାଟ୍ ନୁଆ ନିୟମ୍ 202014 ମାତର୍ ତୁଇ ଜେତ୍କି ବିସଇ ସିକିଆଚୁସ୍, ଆରି ସେଟା ସବୁ ସତ୍ ବଲି ବିସ୍ବାସ୍ କରିଆଚୁସ୍, ସେଟା ସବୁ ଡାଟ୍ ସଙ୍ଗ୍ ଦାରି ର । କାଇକେବଇଲେ, ନିକ ସିକାଇବା ଲକ୍ମନର୍ ଟାନେଅନି ଏ ସବୁ ସିକିଆଚୁସ୍ । Faic an caibideil |
ଏ ସବୁ ବିସଇ ତମ୍କେ ଆତ୍ମା ଇସାବେ ସାର୍ଦା କରାଇବାପାଇ ମୁଇ କଲିନି । ଜେନ୍ତାରିକି ତମେ ଗଟେକ୍ ମନ୍ ଅଇକରି ଆଲାଦ୍ କରାକରି ଅଇସା । ତମେ ପୁରାପୁରୁନ୍ ବୁଜ୍ବାବେଲେ ବେସି ଆସା ଆରି ସାର୍ଦା ଅଇରଇସା । ଜଦି ତମ୍କେ ଏ ଆସା ରଇଲେ, ପର୍ମେସର୍ ଜଜ୍ନା କଲାଟା ଜାନିପାରାସ୍ । ସେ ଆସା ପୁର୍ବେ ରଇଲା ଲକ୍ମନ୍କେ ଜାନାଇ ନ ରଇଲା । ସେଟା ନିଜେ କିରିସ୍ଟର୍ ବିସଇସେ ।