୨ୟ ତିମତି 3:10 - ସତିଅର୍ ବାଟ୍ ନୁଆ ନିୟମ୍ 202010 ମାତର୍ ତିମତି ତୁଇ ମର୍ ସବୁ ବିସଇ ଜାନିଆଚୁସ୍ । ମୁଇ ଲକ୍ମନ୍କେ କେନ୍ତାରି ସିକାଇଲିନି, କେନ୍ତାରି ଚଲାଚଲ୍ତି କଲିନି, ମର୍ ଆଦେସ୍ କାଇଟା, ମର୍ ବିସ୍ବାସ୍ କେନ୍ତିଟା, ମୁଇ କେନ୍ତି ମୁର୍ଚିକରି ରଇଲିଆଚି, ବିନ୍ ବିନ୍ ଲକ୍ମନ୍କେ କେନ୍ତି ଆଲାଦ୍ କରିଆଚି ଆରି ମକେ ଆଇଲା ଦୁକ୍ କସ୍ଟ ମିସା ଜାନୁସ୍ । Faic an caibideil |