ଗଟେକ୍ ବେଲା ଆଇସି, ଜେଡେବେଲେ ସତ୍ ସିକିଆ ସୁନ୍ବାକେ ଲକ୍ମନ୍ ମନ୍ ନ କରତ୍ । ତାର୍ ବାଦୁଲେ ସେମନ୍ ଜନ୍ କାରାପ୍ ବିସଇ କର୍ବାକେ ମନ୍ କର୍ବାଇ, ସେଟା କର୍ତେରଇବାଇ । ବିନ୍ ବିନ୍ଟା ସିକାଉମନ୍କେ ଡାକିକରି, ତାକର୍ ଟାନେ ଜନ୍ ସାର୍ଦାର୍ ବିସଇ ସୁନ୍ବାକେ ମନ୍ କର୍ବାଇ, ସେନ୍ତାରି ଲକ୍ମନ୍କେ ଡାକିଆନ୍ବାଇ ।