6 ଗଟେକ୍ ଚାସିର୍ ବିସଇ ବାବିଦେକ୍, ଜନ୍ ଚାସି କସ୍ଟ କରିରଇସି, ସେ ପର୍ତୁମ୍ ପଲ୍ ପାଇବା ଦର୍କାର୍ ।
ସରଗ୍ ରାଇଜ୍ କେନ୍ତିଟା, ଏଟାର୍ ପାଇ ଆରି ଗଟେକ୍ କାତା ସୁନା । ଦିନେକ୍ ଗଟେକ୍ ଲକ୍ ସାକାଲ୍ ସାକାଲ୍ ତାର୍ ଅଙ୍ଗୁର୍ ବାଡେ କାମ୍ କରାଇବାକେ କୁଲିଆର୍ମନ୍କେ କଜ୍ବାର୍ ବାରଇଲା ।
ପାଁଚ୍ ଅଜାର୍ ରୁପାଟାଙ୍ଗା ନେଇରଇଲା ଚାକର୍ ସେ ଡାବୁ ବେବାର୍ କରି ଆରି ପାଁଚ୍ ଅଜାର୍ ଲାବ୍କଲା ।
ଆରି ଜିସୁ ସେମନ୍କେ କଇଲା, ଜମିତେଇ ପସଲ୍ ସିନା ଅଦିକ୍, ମାତର୍ କାମ୍କରୁମନ୍ ଉନା । ତେବର୍ପାଇ ତାର୍ ଚାସ୍କେତେ, ଅଦିକ୍ ଲକ୍ମନ୍କେ ପାଟାଇ ଦେବାକେ ଜମି ସାଉକାର୍ଟାନେ ଜାନାଆ ।
କିରିସ୍ଟର୍ ସୁବ୍କବର୍ ସବୁବାଟେ ଜାନାଇବାକେ ଆରି ତାର୍ ଆସିର୍ବାଦ୍ ପାଇବାକେ ମୁଇ ସବୁଟା କଲିନି ।
ମୁଇ ଜାଇଟା କଇଲିନି, ସେଟା ବାବିଦେକ୍, ମାପ୍ରୁ ସବୁ ବିସଇଟାନେ ତକେ ଗିଆନ୍ ଦେଇସି ।
ପର୍ମେସରର୍ ମନ୍ କଲାଟା ସାଦନ୍ କର୍ବାକେ ତମେ ମୁର୍ଚିକରି ରଇବାର୍ ଆଚେ ଆରି ସେ କାତା ଦେଇରଇବାଟା ତମେ ମିଲାଇସା ।
ବର୍ସା ପାନି ଜମିଟାନେ ମାର୍ଲେ ସେ ପାନି ଜମି ଜିକିନେଇସି । ସେନ୍ତାରି ଜମିକେ ପର୍ମେସର୍ ଆସିର୍ବାଦ୍ କର୍ସି । ସେନ୍ତାରି ଜମିଟାନେ ଲକ୍ମନ୍କେ ଦର୍କାର୍ ଅଇବା ଚାସ୍ କରିଅଇସି ।