୨ୟ ତିମତି 2:25 - ସତିଅର୍ ବାଟ୍ ନୁଆ ନିୟମ୍ 202025 ପର୍ମେସର୍ ତାର୍ ମନ୍ ବାଉଡାଇବାକେ ଦେଇସି, ସେଟା ଆସାଅଇ ତାର୍ ବିରଦେ କାତା ଅଇବା ଲକ୍ମନ୍କେ ସେ ଦରମ୍ ସଙ୍ଗ୍ ସୁଆଲ୍ କର୍ବାର୍ ଆଚେ । ସତ୍ ବିସଇ ଜାନ୍ବାକେ ସେମନ୍କେ ସାଇଜ କର । Faic an caibideil |
ମୁଇ ପାଉଲ୍, ଏ ଚିଟି ଲେକ୍ଲିନି । ମୁଇ ପର୍ମେସର୍କେ ସେବାକରି ଜିସୁକିରିସ୍ଟର୍ ଗଟେକ୍ ପେରିତ୍ ଅଇଆଚି । ଜନ୍ ଲକ୍ମନ୍କେ ତାର୍ଟାନେ ଡାଟ୍ ସଙ୍ଗ୍ ବିସ୍ବାସ୍ କର୍ବାକେ ପର୍ମେସର୍ ବାଚ୍ଲା ଆଚେ, ଆରି ସେମନ୍ ଜେନ୍ତିକି ଜିସୁକିରିସ୍ଟର୍ ନିକ ସିକିଆ ବୁଜ୍ବାଇ, ସେନ୍ତାରି ଲକ୍ମନ୍କେ ସାଇଜ କର୍ବାକେ ମୁଇ ବାଚିଅଇଆଚି । ଏ ସିକିଆ ନିକସଙ୍ଗ୍ ଜାନ୍ଲେ, ପର୍ମେସର୍କେ ସାର୍ଦା କରାଇବା ପାରା ଚଲାଚଲ୍ତି କର୍ବାକେ ସେମନ୍ ସିକ୍ବାଇ ।
ଜଦି ତମର୍ ସଙ୍ଗର୍ ବିସ୍ବାସି ବାଇ ପାପ୍କଲାନି ବଲି ଜାନ୍ଲେ, ଆରି ସେ ପାପ୍, ଲକ୍କେ ପର୍ମେସରର୍ ଟାନେଅନି ସବୁଦିନର୍ପାଇ ବେଗଲ୍ବା ପାରା ପାପ୍ ନଇଲେ, ସେ ଲକ୍କେ ରକିଆ କର ବଲି ତାକେ ଗୁଆରି କର୍ବାର୍ ଆଚେ । ଆରି ପର୍ମେସର୍ ସେ ଲକ୍କେ କେମାକରି ରକିଆ କର୍ସି । ଏଟା ଜେନ୍ତାରି ପାପ୍ ଜନ୍ଟା ମରନର୍ ବାଟେ ଲକ୍ମନ୍କେ ନ ଡାକିନେଏ, ସେନ୍ତାରି ପାପର୍ ପାଇ । ମାତର୍ ପର୍ମେସରର୍ ଟାନେଅନି ସବୁଦିନର୍ପାଇ ବେଗଲ୍ବା ପାରା ପାପର୍ ପାଇ, ତମେ ତାକେ ଗୁଆରି କରା ବଲି ମୁଇ କଇ ନାଇ ।