୨ୟ ତିମତି 2:24 - ସତିଅର୍ ବାଟ୍ ନୁଆ ନିୟମ୍ 202024 ମାପ୍ରୁକେ ସେବା କର୍ବା ଏନ୍ତାରି ଗଟେକ୍ ଲକ୍ କିରଜାଟି କର୍ବାର୍ନାଇ । ତାର୍ ବାଦୁଲେ, ସେ ସବୁକେ ସୁଆଲେ ଚଲାଚଲ୍ତି କର୍ବାର୍ । ସେ ନିକସଙ୍ଗ୍ ସିକାଇବାକେ ଜାନ୍ବାର୍ଆଚେ । ଦାପ୍ରେ ରିସା ନ ଅଇକରି ମୁର୍ଚି ରଇବାର୍ ଆଚେ । Faic an caibideil |
ମୁଇ ପାଉଲ୍, ଏ ଚିଟି ଲେକ୍ଲିନି । ମୁଇ ପର୍ମେସର୍କେ ସେବାକରି ଜିସୁକିରିସ୍ଟର୍ ଗଟେକ୍ ପେରିତ୍ ଅଇଆଚି । ଜନ୍ ଲକ୍ମନ୍କେ ତାର୍ଟାନେ ଡାଟ୍ ସଙ୍ଗ୍ ବିସ୍ବାସ୍ କର୍ବାକେ ପର୍ମେସର୍ ବାଚ୍ଲା ଆଚେ, ଆରି ସେମନ୍ ଜେନ୍ତିକି ଜିସୁକିରିସ୍ଟର୍ ନିକ ସିକିଆ ବୁଜ୍ବାଇ, ସେନ୍ତାରି ଲକ୍ମନ୍କେ ସାଇଜ କର୍ବାକେ ମୁଇ ବାଚିଅଇଆଚି । ଏ ସିକିଆ ନିକସଙ୍ଗ୍ ଜାନ୍ଲେ, ପର୍ମେସର୍କେ ସାର୍ଦା କରାଇବା ପାରା ଚଲାଚଲ୍ତି କର୍ବାକେ ସେମନ୍ ସିକ୍ବାଇ ।