୨ୟ ତିମତି 2:22 - ସତିଅର୍ ବାଟ୍ ନୁଆ ନିୟମ୍ 202022 ମାତର୍ ଦାଙ୍ଗ୍ଡା ବଇସେ ରଇବା ଗାଗଡର୍ ମନ୍କର୍ବାଟାନେଅନି ତୁଇ ଦୁରିକେ ର । ଟିକ୍ ବିସଇ କର୍ବାକେ ଚେସ୍ଟା କର୍ । ବିସ୍ବାସେ ଡାଁଟ୍ ରଅ । ବିନ୍ ଲକ୍ମନ୍କେ ଆଲାଦ୍ କର୍ । ଆରି ତାକର୍ ସଙ୍ଗ୍ ସାନ୍ତିସଙ୍ଗ୍ ର । ମନ୍କେ ସୁକଲ୍ କରି ଜେତ୍କି ସବୁଲକ୍ ମାପ୍ରୁକେ ପୁଜା କଲାଇନି, ସେମନର୍ ସଙ୍ଗ୍ ଏ ସବୁଜାକ କର୍ । Faic an caibideil |