୨ୟ ତିମତି 2:1 - ସତିଅର୍ ବାଟ୍ ନୁଆ ନିୟମ୍ 20201 ଏ ମର୍ ଆଲାଦର୍ ପ । ଜିସୁକିରିସ୍ଟ ଆମ୍କେ ଜିବନ୍ ଦୁକାଇ ଦୟା ଦେକାଇଲାର୍ ପାଇ ଡାଟ୍ଅଇ ର । Faic an caibideil |
ସେ ବିଚାର୍ନା ଜାଗାଇ ଜେତ୍କି ଜିଉଦି ନ ଅଇଲା ଲକ୍ମନ୍ ରୁଣ୍ଡିରଇଲାଇ, ସେମନ୍କେ ସବୁକେ ଜିସୁକିରିସ୍ଟର୍ ସୁବ୍କବର୍ ଜେନ୍ତାରିକି ମୁଇ ପୁରାପୁରୁନ୍ ବାବେ ଜାନାଇପାର୍ବି, ସେଟାର୍ପାଇ ମାପ୍ରୁ ମର୍ସଙ୍ଗ୍ ରଇକରି ମକେ ବପୁଦେଲାଆଚେ । ସେ ବିଚାର୍ନାର୍ ସାରାସାରି ମକେ କାଇବାକେ ଆସିରଇବା ଗଟେକ୍ ସିଅଁର୍ ଟାନେଅନି ରକିଆ କଲାପାରା ମାପ୍ରୁ ରକିଆ କଲା ।