Biblia Todo Logo
Bìoball air-loidhne

- Sanasan -




୨ ୟ ପିତର୍‌ 3:6 - ସତିଅର୍‌ ବାଟ୍‌ ନୁଆ ନିୟମ୍‌ 2020

6 ତାର୍‌ଲାଗି ସେ ସେବେଲେ ପୁର୍‌ନା ଜଗତ୍‌ ପାନି ସଙ୍ଗ୍‌ ବୁଡି ନସିଗାଲା ।

Faic an caibideil Dèan lethbhreac




୨ ୟ ପିତର୍‌ 3:6
6 Iomraidhean Croise  

ସେବେଲାଇ ନଅ ବଡେଟା ପାନିଜାଜେ ପୁର୍‌ବା ଦିନ୍‌ ଜାକ ଲକ୍‌ମନ୍‌ ଅବ୍‌କାସେ ରଇଲାଇ । ସେମନ୍‌ ବଜି କର୍‌ବାର୍‌, ଦାଙ୍ଗ୍‌ଡି ଆନ୍‌ବାର୍‌, ଆରି ଦାଙ୍ଗ୍‌ଡି ଦେବାର୍‌ କର୍‌ତେ ରଇଲାଇ । ପଚେ ବେସି ପାନିଅଇ ସବୁ ଡାବିଅଇଲା । ନଅ ଆରି ତାର୍‌ କୁଟୁମର୍‌ ଲକ୍‌କେ ଚାଡି ସବୁ ଲକ୍‌କେ ପାନି ବୁଡାଇ ପାକାଇଲାଇ ।


ଆଗର୍‌କାଲେ ବଁଚିରଇବା ଲକ୍‌ମନ୍‌ ପର୍‌ମେସର୍‌କେ ମାନିକରି ରଅତ୍‌ନାଇକେ, ସେ ସେମନ୍‌କେ ଡଣ୍ଡ୍‌ ନ ଦେଇକରି ଚାଡେନାଇ । ତାର୍‌ବାଦୁଲେ ସେମନର୍‌ପାଇ ବନିଆ ଆନାଇଲା । ତେଇ ସବୁଲକ୍‌ ବୁଡିଗାଲାଇ । ମାତର୍‌ ସେ ନଅ ଆରି ତାର୍‌ କୁଟୁମର୍‌ ସାତ୍‌ଲକ୍‌କେ ସେ ରକିଆ କଲା । ସେବେଲେ ନଅ ପର୍‌ମେସର୍‌ ଦେକ୍‌ବା ଇସାବେ ଟିକ୍‌ ବିସଇ କର୍‌ବାର୍‌ ଆଚେ ବଲି ଲକ୍‌ମନ୍‌କେ କଇତେରଇଲା ।


Lean sinn:

Sanasan


Sanasan