4 ଆରି କିଜାଇକରି କଇବାଇ, “ଜିସୁ ଆଇବି ବଲି କାତା ଦେଇରଇଲାଟା, କେନେ ତେବେ ?” କାଇକେବଇଲେ ପୁର୍ବେଅନି ଆମର୍ ଆନିଦାଦିମନ୍ ମଲାତେଇଅନି ଏବ୍କେ ଜାକ ସବୁ ବିସଇ ଜେନ୍ତି ରଇଲା, ଏବେ ମିସା ସେନ୍ତାର୍ସେ ଆଚେ ।
ନର୍ପିଲା ମୁଇ ବାବା ପର୍ମେସରର୍ ଡାକ୍ପୁଟା ପାଇ ସରଗ୍ ଦୁତ୍ମନର୍ ସଙ୍ଗ୍ ଆରି ତରେକ୍ ଆଇବି । ସେଡ୍କି ବେଲେ ମୁଇ ସବୁ ଲକର୍ କରିରଇବା କାମ୍ ଦେକି ପୁରୁସ୍କାର୍ ଦେବି ।
ମୁଇ ତମ୍କେ ସତ୍ କଇଲିନି, ନର୍ପିଲା ମୁଇ ମର୍ ରାଇଜେ ରାଜା ଅଇ ଆଇବା ଜାକ, ଇତି ରଇଲା କେତେ ଲକ୍ ନ ମରତ୍ ।”
“ଜନ୍ତି ମଡା ପିଙ୍ଗି ରଇବାଇ, ତେଇ ମଡ୍କାଉ ଗିଦ୍ମନ୍ ରୁଣ୍ଡିରଇବାଇ ।”
ମାତର୍ ସେ ଦାଙ୍ଗ୍ଡା ଜଦି ‘ସାଉକାର୍ ନ ଆସେତା’ ବଲି ବାବ୍ସି ଆରି
ଜେନ୍ତି ସାସ୍ତର୍ କଇଲାନି, ପର୍ମେସର୍ ଜେଡେବେଲେ ଏ ଦୁନିଆ ତିଆର୍କଲା, ସେବେଲେ ସେ ମାଇଜିମୁନୁସ୍ କରି ତିଆର୍କଲା ଆଚେ ।
କାଇକେବଇଲେ ପର୍ମେସର୍ ଏ ଦୁନିଆ ତିଆର୍କଲା ଦିନେଅନି ଆଜିକେ ଜାକ ସେନ୍ତାରି ଦୁକ୍ କସ୍ଟ ଅଏନାଇ ଆରି ପଚେ କେବେମିସା ନ ଅଏ । ସେନ୍ତି ବେସି ଦୁକ୍ କସ୍ଟର୍ ଗଟ୍ନା ସେ ଦିନ୍ମନ୍କେ ଅଇସି ।
ଜଦି ସେ ଦାଙ୍ଗ୍ଡା, ମର୍ ସାଉକାର୍ ଆଇବାଟା ଅଲ୍ସମ୍ ଅଇସି ବଲି ମନେକରି, ମାତୁଆଲ୍ ଅଇ ବିନ୍ ଦାଙ୍ଗ୍ଡାମନ୍କେ ଲାଗ୍ମାର୍ କର୍ବାର୍ ଆରାମ୍ କର୍ସି,
ତିପାନ୍ ମାଣ୍ଡିକୁଟା ଦେଇ ଆକ୍ମାରି କଇଲା, “ମାପ୍ରୁ, ଏମନର୍ ବିରଦେ ଏ ପାପ୍ ଆରି ଏତାଆ ନାଇ କି ଡଣ୍ଡ୍ ଦିଆସ୍ନାଇ ।” ଏତ୍କି କଇଲା ଦାପ୍ରେ ତାର୍ ଜିବନ୍ ଚାଡିଗାଲା ।
ସେ ଗାଲା କାତା ଗାଲାବେ । ମର୍ ଆସା ଆଚେ, ମାପ୍ରୁ ଜିସୁ ଆଇବା ବେଲେ ତମେ ଆମର୍ ଆସା, ସାର୍ଦା ବଡ୍ପନ୍ ଆରି ଜିତ୍ବାଟା ।
ମାପ୍ରୁ ଆଇବା ଦିନ୍କେ ଜାଗି କରି, ସେଟାଜେନ୍ତି ଦାପ୍ରେ ଆଇସି, ସବୁ ବେଲେ ଦରମ୍ ଚଲାଚଲ୍ତି କର୍ବାର୍ ଆଚେ ।
ଲାଉଦିକିଆ ମଣ୍ଡଲିକେ ଦେକାରକା କର୍ବା ଦୁତ୍କେ ଲେକା । ଏ କବର୍ ମୁଇ ପାଟାଇଲିନି । ମୁଇ ଅଇଲିନି, ଆମେନ୍ । ମୁଇ ଅଇଲିନି ସତ୍ ବିସ୍ବାସର୍ ସାକି । ମର୍ଟାନେ ଅନି ପର୍ମେସର୍ ସବୁ ବିସଇ ତିଆର୍କଲା ।