Biblia Todo Logo
Bìoball air-loidhne

- Sanasan -




୨ ୟ ପିତର୍‌ 2:22 - ସତିଅର୍‌ ବାଟ୍‌ ନୁଆ ନିୟମ୍‌ 2020

22 ସେମନ୍‌ କଲାପାରା ବିସଇ ଉପଦେସ୍‌ ବଇଟାନେ ଲେକା ଅଇଲାଆଚେ । କୁକୁର୍‌ ଜନ୍‌ଟା ବାତିକର୍‌ସି, ସେଟାସେ ଜାଇ କାଇସି, ଗୁସ୍‌ରିକେ ପାନି ଦୁଆଇଦେଇ ରଇଲେ ମିସା ସେ କାଦଲଗେସେ ଜାଇ ଚକ୍‌ଟି ଅଇସି ।

Faic an caibideil Dèan lethbhreac




୨ ୟ ପିତର୍‌ 2:22
3 Iomraidhean Croise  

ଜିସୁ ସେମନ୍‌କେ ଏନ୍ତି ଉଦାଅରଣ୍‌ ଦେଇ କଇଲା, ମାତର୍‌ ସେମନ୍‌ ତାର୍‌ ଅରତ୍‌ କାଇଟା ବଲି ବୁଜି ନାପାର୍‌ଲାଇ ।


Lean sinn:

Sanasan


Sanasan