୨ ୟ ପିତର୍ 1:6 - ସତିଅର୍ ବାଟ୍ ନୁଆ ନିୟମ୍ 20206 ଜିଉନାକାଉନା ସଙ୍ଗ୍ ନିଜେ ଜାଗ୍ରତ୍ ଅଇରଇବାକେ, ଜାଗ୍ରତ୍ ରଇକରି ମୁର୍ଚି ରଇବାକେ, ମୁର୍ଚିକରି ରଇ ପର୍ମେସର୍କେ ସାର୍ଦା କର୍ବା ଗୁନ୍ଚଲନ୍ କର୍ବାକେ, Faic an caibideil |
ଆମର୍ ବିସ୍ବାସ୍ଟାନେ କେ ନାଜାନ୍ଲା ପାରା ବିସଇ ଲୁଚିକରି ଆଚେ । ସେନ୍ତାରି ନଏଁ ବଲି କେ କଇନାପାରତ୍ । “ ଜିସୁକିରିସ୍ଟ ନର୍ ରୁପ୍ ଦାରି ଆଇଲା । ସେ ନିଜେ ପର୍ମେସରର୍ ପଅ ବଲି ସୁକଲ୍ ଆତ୍ମା କାତାଦେଲା ଆଚେ । ଦୁତ୍ମନ୍ ତାକେ ଦେକ୍ଲାଇ । ତାର୍ ବିସଇର୍ ସତ୍ କବର୍ ଗୁଲାଇ ରାଇଜେ ଜାନାଇଲାଇ । ସବୁ ଜାଗାର୍ କେତେକ୍ କେତକ୍ ଲକ୍ମନ୍ ତାକେ ବିସ୍ବାସ୍ କଲାଇ । ପର୍ମେସର୍ ତାକେ ସର୍ଗେ ନେଲା ।”
ମୁଇ ପାଉଲ୍, ଏ ଚିଟି ଲେକ୍ଲିନି । ମୁଇ ପର୍ମେସର୍କେ ସେବାକରି ଜିସୁକିରିସ୍ଟର୍ ଗଟେକ୍ ପେରିତ୍ ଅଇଆଚି । ଜନ୍ ଲକ୍ମନ୍କେ ତାର୍ଟାନେ ଡାଟ୍ ସଙ୍ଗ୍ ବିସ୍ବାସ୍ କର୍ବାକେ ପର୍ମେସର୍ ବାଚ୍ଲା ଆଚେ, ଆରି ସେମନ୍ ଜେନ୍ତିକି ଜିସୁକିରିସ୍ଟର୍ ନିକ ସିକିଆ ବୁଜ୍ବାଇ, ସେନ୍ତାରି ଲକ୍ମନ୍କେ ସାଇଜ କର୍ବାକେ ମୁଇ ବାଚିଅଇଆଚି । ଏ ସିକିଆ ନିକସଙ୍ଗ୍ ଜାନ୍ଲେ, ପର୍ମେସର୍କେ ସାର୍ଦା କରାଇବା ପାରା ଚଲାଚଲ୍ତି କର୍ବାକେ ସେମନ୍ ସିକ୍ବାଇ ।
ଏବେ ଆମେ ସବୁ ଆରାଜିତାଟାନେ ପାଲାଇବା ଲକ୍ମନର୍ପାରା ଆଚୁ । ଆମର୍ ଚାରିବେଟ୍ତି ଗଟେକ୍ ବଡ୍ ଦଲର୍ ସାକିମନ୍ ଦେକ୍ଲାଇନି । ତେବର୍ପାଇ ଜନ୍ଟାମନ୍ ଆମ୍କେ ବାଦା ଦେଲାନି, ଆରି ଜନ୍ ପାପ୍ମନ୍ ଆମ୍କେ ପଚ୍କେ ଜିକ୍ଲାନି, ସେଟା ସବୁ ବେଟି ପିଙ୍ଗିଦେବାର୍ । ଜନ୍ ଆରାଜିତା ଅଇ ପାଲାଇବାଟା ପର୍ମେସର୍ ଆମର୍ ମୁଆଟେ ସଙ୍ଗଇଆଚେ, ତେଇ ଆମେ ମୁର୍ଚିକରି ପାଲାଇ ସାରାଇଦେଉଁ ।
“ମୁଇ ଜଅନ୍, ତମର୍ ବିସ୍ବାସର୍ ଲାଗି ବାଇ ଅଇଲିଆଚି । ଜିସୁର୍ ସଙ୍ଗ୍ ଆମେ ମିସିଆଚୁକେ, ତାର୍ ରାଇଜେ ରଇବା ଲକ୍ମନର୍ପାଇ ଆସିରଇବା ସବୁ ଦୁକ୍ କସ୍ଟଟାନେ ମୁଇ ତମର୍ ସଙ୍ଗ୍ ମୁର୍ଚିକରି ଆଚି । ଚାରିବେଟ୍ତି ସମ୍ଦୁର୍ ରଇକରି ମଜାଇ ରଇବା ପାତ୍ମସ୍ ବଲି ଗଟେକ୍ ରାଇଜେ ମକେ ନେଇରଇଲା । ମୁଇ ପର୍ମେସରର୍ କାତା ଆରି ଜିସୁ ଦେଇରଇବା ସିକିଆ ଜାନାଇରଇଲିଜେ, ମକେ ସେନ୍ତାରି କଲା ।
ମୁଇ ତମର୍ ଚଲାଚଲ୍ତି ଜାନି । ତମେ ଆବଡ୍ ଅଇ ପାଇଟି କର୍ବାଟା ଆରି ଦୁକ୍ କସ୍ଟ ଆଇଲେ ମିସା ମୁର୍ଚି କରି ରଇବାଟା ମୁଇ ଜାନି । କରାପ୍ ଲକର୍ କାମ୍ ତମ୍କେ ସାର୍ଦା ନ କରାଏ ବଲି ମୁଇ ଜାନି । ଜନ୍ ଲକ୍ମନ୍ ଆମେ ପେରିତ୍ସିସ୍ ବଲି ନାଡାଇଲାଇନି, ସେମନ୍ ସତ୍ କି ମିଚ୍ ବଲି ତମେ ପରିକା କରିଆଚାସ୍ । ସେମନ୍ ମିଚ୍ କଇଲାଇନି ବଲି ତମେ ଜାନିଆଚାସ୍ ।