୧ମ ତିମତି 6:10 - ସତିଅର୍ ବାଟ୍ ନୁଆ ନିୟମ୍ 202010 କାଇକେବଇଲେ ଜନ୍ ଲକ୍ମନ୍ ଡାବୁ ଆସାକରି ଆଚତ୍, ସେ ଡାବୁ ମିଲାଇବାକେ ବିନ୍ ବିନ୍ ରକାମର୍ କାରାପ୍ ବିସଇ କର୍ବାକେ ମନ୍ କର୍ବାଇ । କେତେଲକ୍ କିରିସ୍ଟର୍ ବିସଇଟାନେ ରଇବା ସିକିଆ ବିସ୍ବାସ୍ କର୍ବାଟା ଦିରେ ଦିରେ ଚାଡିଦେଇଆଚତ୍ । କାଇକେବଇଲେ ସେମନ୍ ଡାବୁ ମନ୍କଲାଇ ଆରି ନିଜେ ବୁସିଅଇଲା ଲକ୍ପାରା ବେସି ରକାମ୍ ଦୁକ୍ କସ୍ଟେ ପଡ୍ଲାଇଆଚତ୍ । Faic an caibideil |
କେତେ କେତେ ଲକ୍ ସାଉକାର୍ ଅଇବାକେ ଏନ୍ତି ମନ୍ କର୍ବାଇଜେ, ସେମନର୍ ଜିବନେ କାଇ ପରିକା ଆଇଲେ ମିସା ତେଇ ଅଦର୍ବାଇ । ଗଟେକ୍ ପସୁ ପାରା ପାନ୍ଦେ ଲାଗ୍ବାଇ । ଜେତ୍କି ବିସଇ ତାକର୍ପାଇ ଆରି ବିନ୍ ଲକର୍ ପାଇ କାରାପ୍ ଆରି ବିପଦ୍ ଆନ୍ସି, ସେ ସବୁ ବିସଇ କର୍ବାକେ ମନ୍ କର୍ବାଇ । ଏନ୍ତାରି ମନ୍ କର୍ବାଟା ଅଦିକ୍ ଅଦିକ୍ ବାବି, ସେମନ୍ କୁରୁପ୍ନାସ୍ ଅଇଜିବାଇ ।