୧ମ ତିମତି 6:1 - ସତିଅର୍ ବାଟ୍ ନୁଆ ନିୟମ୍ 20201 ଜନ୍ ବିସ୍ବାସିମନ୍ ଗତିଦାଙ୍ଗ୍ଡା ଇସାବେ ଗଟେକ୍ ସାଉକାର୍ ତଲେ କାମ୍ କଲାଇନି, ସେମନ୍ ତାକର୍ ସାଉକାର୍ମନ୍କେ ଅଦିକ୍ ସନ୍ମାନ୍ ଦେବାର୍ ଆଚେ । ଜେନ୍ତାରି କି, ପର୍ମେସରର୍ ନାଉଁ ଆରି ଆମେ ସିକାଇବାଟା କେ ନିନ୍ଦା ନ କରତ୍ । Faic an caibideil |